ମେକଅପ ଶିଖାଉଛନ୍ତି ଆଲିଆ
ନିକଟରେ ଆଲିଆ ଭଟ୍ଟଙ୍କର ଭ୍ୟାକେସନରେ ଯିବା ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତେବେ ଏହାପରେ ବର୍ତ୍ତମାନ ଆଲିଆ ନିଜ ୟୁଟୁ୍ୟବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ମେକଅପ କରୁଥିବାର ନଜର ଆସୁଛନ୍ତି । ତେବେ ଏଥିରେ ଆଲିଆ ନିଜ ଫ୍ୟାନଙ୍କ ପାଇଁ ଖୁବ ସହଜ ଓ ସରଳ ଭ୍ୟାକେସନ ମେକଅପ କିଭଳି କରିବା କଥା ତାକୁ ଶିଖାଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । […]
ନିକଟରେ ଆଲିଆ ଭଟ୍ଟଙ୍କର ଭ୍ୟାକେସନରେ ଯିବା ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତେବେ ଏହାପରେ ବର୍ତ୍ତମାନ ଆଲିଆ ନିଜ ୟୁଟୁ୍ୟବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ମେକଅପ କରୁଥିବାର ନଜର ଆସୁଛନ୍ତି । ତେବେ ଏଥିରେ ଆଲିଆ ନିଜ ଫ୍ୟାନଙ୍କ ପାଇଁ ଖୁବ ସହଜ ଓ ସରଳ ଭ୍ୟାକେସନ ମେକଅପ କିଭଳି କରିବା କଥା ତାକୁ ଶିଖାଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏଥିରେ ଆଲିଆ ଖୁବ ଅଳ୍ପସାମଗ୍ରୀ ବ୍ୟବହାର କରି କିଭଳି ଛୁଟି ଦିନରେ ମେକଅପ କରିବ ହେବ ସେନେଇ କିଛି ସୁନ୍ଦର ଟି« ଦର୍ଶକଙ୍କ ସହିତ ସେୟାର କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଆଲିଆ ଏକାଧିକ ଥର ୟୁଟୁ୍ୟବ୍ରେ ମେକଅପକୁ ନେଇ ଟି« ଦେଇଥାଆନ୍ତି ଯାହା ଦର୍ଶକଙ୍କୁ ପସନ୍ଦ ଆସିଥାଏ ।




