ବିଲେଇର,କୁକୁରମାନଙ୍କ ସହ ସମୟ ବିତାଉଛନ୍ତି ଆଲିଆ ଭଟ୍ଟ

 ଲକଡାଉନ୍‌ ପାଇଁ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ନିଜ ଘରେ ଅଛନ୍ତି। କିଏ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି ତ କିଏ ଗୃହପାଳିତ ପଶୁମାନଙ୍କ ସହିତ ସମୟ ବିତାଉଛନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ତାଙ୍କ ପରିବାର ଏବଂ ଗୃହପାଳିତ ପଶୁମାନଙ୍କ ସହିତ ମଜା କରି ଘରେ ସମସ୍ତ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ବିଲେଇର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଆଲିଆ କେବଳ ତାଙ୍କ ବିଲେଇର ନୁହେଁ, କୁକୁରମାନଙ୍କର ମଧ୍ୟ ଏକ […]

Samaya Live Picture
Published On

 ଲକଡାଉନ୍‌ ପାଇଁ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ନିଜ ଘରେ ଅଛନ୍ତି। କିଏ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି ତ କିଏ ଗୃହପାଳିତ ପଶୁମାନଙ୍କ ସହିତ ସମୟ ବିତାଉଛନ୍ତି।

ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ତାଙ୍କ ପରିବାର ଏବଂ ଗୃହପାଳିତ ପଶୁମାନଙ୍କ ସହିତ ମଜା କରି ଘରେ ସମସ୍ତ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ବିଲେଇର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

ଆଲିଆ କେବଳ ତାଙ୍କ ବିଲେଇର ନୁହେଁ, କୁକୁରମାନଙ୍କର ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଆଲିୟଙ୍କର ଏହି ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ସେ ତାଙ୍କ କୁକୁର, ବିଲେଇଙ୍କ ସହ ସମୟ ବିତାଉଛନ୍ତି।

Tags: