ଆକସନ ଦେଇଥିଲା ହି- ମ୍ୟାନ ପରିଚୟ
By: Ipsita
ନିଜ କ୍ୟାରିୟରରେ ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସେ ଏକ ଯୁଗର ସୃଷ୍ଟି କରିଥିଲେ । ୧୯୬୦ ରୁ ୭୦ ଦଶକ ଭିତରେ ଧର୍ମେନ୍ଦ୍ର ରୋମାଣ୍ଟିକ ହିରୋର ପରିଚୟ ପାଇଥିଲେ । ଏହାରି ଭିତରେ ୧୯୬୭ରେ ଫୁଲ ଔର ପଥର ଫିଲ୍ମ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଧର୍ମେନ୍ଦ୍ରଙ୍କୁ ପ୍ରଥମଥର ପାଇଁ ଆକସନ୍ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମପରେ ତାଙ୍କୁ ଆକସନ୍ ହିରୋ ବା ହି ମ୍ୟାନ୍ର ଆଖ୍ୟ ମିଳିଥିଲା । ଘରେଘରେ ରୋମାଣ୍ଟିକ ସହିତ ଆକସନ୍ ହିରୋ ଭାବେ ଦର୍ଶକଙ୍କ ହୃଦୟରେ ରାଜ କରିବା ଆରମ୍ଭ କରିଥିଲେ ।
ସମ୍ବନ୍ଧିତ ଖବର ଟ୍ରୋଲରଙ୍କୁ କଡା ଜବାବ
Tags: dharmendra deol
Related Posts



