ମିଳିଥିଲା ୧୬ଟି ନୋମିନେସନ
By: Ipsita
ସମ୍ବନ୍ଧିତ ଖବର ପଇସାଦେଉନି ବିଗ ବସ୍ !
ଆମେରିକୀୟ ଚଳଚ୍ଚିତ୍ର ‘ସିନର୍ସ’ ଚଳିତ ବର୍ଷ ୧୬ଟି ବିଭାଗରେ ନୋମିନେସନ ହାସଲ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଯଦି ଏହି ଚଳଚ୍ଚିତ୍ରଟି ୧୧ଟି ପୁରସ୍କାର ଜିତିଥାନ୍ତା, ତେବେ ଏହା ଓସ୍କାର ଇତିହାସରେ ସବୁଠାରୁ ଅଧିକ ପୁରସ୍କାର ହାସଲ କରିଥିବା ଚଳଚ୍ଚିତ୍ର ହୋଇପାରିଥାନ୍ତା । ତେବେ ୧୬ଟି ବିଭାଗରେ ମନୋନୀତ ହୋଇଥିଲେ ସୁଦ୍ଧା ଏହା ଶେଷରେ ୪ଟି ବିଭାଗରେ ବିଜୟୀ ହୋଇଛି ।
ସମ୍ବନ୍ଧିତ ଖବର ପସନ୍ଦ ଆସୁଛି ଟ୍ରେଲର
Tags:



