ନେହାଙ୍କ ତକିଆ ଅବତାର!
ସମୟ ଲାଇଭ,23/4: ବଲିଉଡ୍ ଗାୟିକା ନେହା କକ୍କର ସବୁବେଳେ ଫ୍ୟାନମାନଙ୍କ ପାଇଁ କିଛି ନା କିଛି ନୂଆ କରିବାରେ ଲାଗିଥାନ୍ତି। ଏଥର ମଧ୍ୟ ସେ କିଛି ହଟକେ କରି ଦେଖାଇଛନ୍ତି। କ୍ୱାରେଣ୍ଟାଇନ୍ ସମୟରେ ସୋଶାଲ ମିଡିଆରେ ଚାଲିଥିବା ଚ୍ୟାଲେଞ୍ଜ ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ନେହା। ନେହା ବସ୍ତ୍ର ବଦଳରେ ଏକ ତକିଆ ପିନ୍ଧି ସୋଶାଲ ମିଡିଆରେ ଭିଡିଓ ଶେୟାର କରିଛନ୍ତି। ତେବେ କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ନେହା କୌଣସି ଡିଜାଇନର ଡ୍ରେସ […]
ସମୟ ଲାଇଭ,23/4: ବଲିଉଡ୍ ଗାୟିକା ନେହା କକ୍କର ସବୁବେଳେ ଫ୍ୟାନମାନଙ୍କ ପାଇଁ କିଛି ନା କିଛି ନୂଆ କରିବାରେ ଲାଗିଥାନ୍ତି। ଏଥର ମଧ୍ୟ ସେ କିଛି ହଟକେ କରି ଦେଖାଇଛନ୍ତି। କ୍ୱାରେଣ୍ଟାଇନ୍ ସମୟରେ ସୋଶାଲ ମିଡିଆରେ ଚାଲିଥିବା ଚ୍ୟାଲେଞ୍ଜ ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ନେହା। 
ନେହା ବସ୍ତ୍ର ବଦଳରେ ଏକ ତକିଆ ପିନ୍ଧି ସୋଶାଲ ମିଡିଆରେ ଭିଡିଓ ଶେୟାର କରିଛନ୍ତି। ତେବେ କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ନେହା କୌଣସି ଡିଜାଇନର ଡ୍ରେସ ପିନ୍ଧି ନାହାନ୍ତି, ଏକ ତକିଆ ପିନ୍ଧିଛନ୍ତି।
ପ୍ରକୃତ କଥା ହେଲା, ନେହା ‘ପିଲୋ ଚ୍ୟାଲେଞ୍ଜ’କୁ ଆକସେପ୍ଟ କରିଛନ୍ତି। ଏହା ଏବେ ସୋଶାଲ ମିଡିଆରେ ଏହା ଖୁବ୍ ଟ୍ରେଣ୍ଡ କରୁଛି। ଏହି ଚ୍ୟାଲେଞ୍ଜ ପାଇଁ ନେହା ଦେହରେ କପଡ଼ା ବଦଳରେ ପିଲୋ ପିନ୍ଧିଛନ୍ତି ଏବଂ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଛନ୍ତି। ଭିଡିଓଟି ନେହା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
Tags:






