ଇରଫାନ୍‌ଙ୍କ ଶେଷ ଦର୍ଶନ ମନା!

ବମ୍ବେ:  ବଲିଉଡ୍‌ର ଅଭିନେତା ଇରଫାନ୍‌ ଖାନ୍‌ ଆଉ ନାହାନ୍ତି। ବୁଧବାର ବମ୍ବେର କୋକିଲାବେନ୍‌ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।  ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଇରଫାନ୍‌ଙ୍କ ଶେଷ ଦର୍ଶନ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ କଟକଣା ଲଗାଯାଇଛି। ଫଳରେ ତାଙ୍କର ଶବାଧାରରେ ମାତ୍ର ୨୦ଜଣ ଲୋକ ସାମିଲ ହେବେ। ବମ୍ବେର ବର୍ସୋବାରେ ଥିବା ସମାଧିସ୍ଥଳରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

Samaya Live Picture
Published On

ବମ୍ବେ:  ବଲିଉଡ୍‌ର ଅଭିନେତା ଇରଫାନ୍‌ ଖାନ୍‌ ଆଉ ନାହାନ୍ତି। ବୁଧବାର ବମ୍ବେର କୋକିଲାବେନ୍‌ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

 ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଇରଫାନ୍‌ଙ୍କ ଶେଷ ଦର୍ଶନ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ କଟକଣା ଲଗାଯାଇଛି। ଫଳରେ ତାଙ୍କର ଶବାଧାରରେ ମାତ୍ର ୨୦ଜଣ ଲୋକ ସାମିଲ ହେବେ। ବମ୍ବେର ବର୍ସୋବାରେ ଥିବା ସମାଧିସ୍ଥଳରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

Tags: