ସୋସିଆଲ ମିଡିଆରେ ଚର୍ଚ୍ଚା
ଏକ ଫିଲ୍ମ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି ଯାହା ହେଲା ତେରା ୟାର୍ ହୁଁ ମେ । ଏଥିରେ ଦୁଇଜଣ ନବାଗତଙ୍କୁ ସ୍କ୍ରିନ୍ରେ ଦେଖିବାକୁ ମିଳିବ । ଏଥିରେ ଅମନ ଇନ୍ଦର କୁମାର ଓ ନେହା ଖାନ୍ଙ୍କୁ ଦେଖିବାକୁ ମିଳିବ । ଦୁଇ ନବାଗତଙ୍କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଏଥିରେ ନେହା ଖାନ୍ଙ୍କୁ ତନିଶା କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ତନିଶାଙ୍କର ଚରିତ୍ରଟି ଖୁବ ୟୁନିକ୍ ହୋଇଥିବା […]
ଏକ ଫିଲ୍ମ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି ଯାହା ହେଲା ତେରା ୟାର୍ ହୁଁ ମେ । ଏଥିରେ ଦୁଇଜଣ ନବାଗତଙ୍କୁ ସ୍କ୍ରିନ୍ରେ ଦେଖିବାକୁ ମିଳିବ । ଏଥିରେ ଅମନ ଇନ୍ଦର କୁମାର ଓ ନେହା ଖାନ୍ଙ୍କୁ ଦେଖିବାକୁ ମିଳିବ । ଦୁଇ ନବାଗତଙ୍କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଏଥିରେ ନେହା ଖାନ୍ଙ୍କୁ ତନିଶା କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ତନିଶାଙ୍କର ଚରିତ୍ରଟି ଖୁବ ୟୁନିକ୍ ହୋଇଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି । ତନିଷାଙ୍କର ଷ୍ଟାଇଲିସ୍ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ତନିଷାଙ୍କ ଚରିତ୍ର ଫିଲ୍ମକୁ ଷ୍ଟ୍ରଙ୍ଗ୍ ଓ ଡାଇନାମିକ୍ ଏନର୍ଜି ପ୍ରଦାନ କରିଛି । ନେହା ମଧ୍ୟ ଏହି ଫିଲ୍ମ ପାଇଁ ଖୁବ ପରିଶ୍ରମ କରିଛନ୍ତି, କିଭଳି ନିଜ ଚରିତ୍ରକୁ ଜୀବନ୍ତ କରିବେ ସେଥିପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସେହିଭଳି ଅନେକ ନବାଗତଙ୍କ ଭିତରେ କିପରି ନିଜ ସ୍ଥାନ ପMା କରିବେ ସେନେଇ ସେ ଚେଷ୍ଟିତ ଥିବା ମତ ଦେଇଛନ୍ତି ।




