କାର୍ଗିଲ ଗାର୍ଲ ଜାହ୍ନବୀ

ବଲିଉଡରେ ଫିଲ୍ମ ‘ଧଡକ’ରୁ ଡେବ୍ୟୁ କରିଥିବା ଜାହ୍ନବୀ କପୁରଙ୍କୁ ଏବେ କାର୍ଗିଲ ଗାର୍ଲ ଭାବେ ଦେଖିବେ ଦର୍ଶକ। ‘‘ଗୁଞ୍ଜନ ସକସେନା ଦ କାର୍ଗିଲ ଗାର୍ଲ’’ ଫିଲ୍ମରେ ଜାହ୍ନବୀ ଗୁଞ୍ଜନ ସକସେନାଙ୍କ ଭୂମିକାରେ ଅଭିନୟ କରିବେ। ଏପ୍ରିଲ ୨୪ରେ ଫିଲ୍ମଟି ରିଲିଜ ହେବା । କାରଗିଲ ଯୁଦ୍ଧ ସମୟରେ ଯୁଦ୍ଧ ବିମାନ ଉଡ଼ାଇବାରେ ଗୁଞ୍ଜନ ସକସେନା ଥିଲେ ପ୍ରଥମ ମହିଳା। ତାଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର […]

Samaya Live Picture
Published On

ବଲିଉଡରେ ଫିଲ୍ମ ‘ଧଡକ’ରୁ ଡେବ୍ୟୁ କରିଥିବା ଜାହ୍ନବୀ କପୁରଙ୍କୁ ଏବେ କାର୍ଗିଲ ଗାର୍ଲ ଭାବେ ଦେଖିବେ ଦର୍ଶକ। ‘‘ଗୁଞ୍ଜନ ସକସେନା ଦ କାର୍ଗିଲ ଗାର୍ଲ’’ ଫିଲ୍ମରେ ଜାହ୍ନବୀ ଗୁଞ୍ଜନ ସକସେନାଙ୍କ ଭୂମିକାରେ ଅଭିନୟ କରିବେ। ଏପ୍ରିଲ ୨୪ରେ ଫିଲ୍ମଟି ରିଲିଜ ହେବା । କାରଗିଲ ଯୁଦ୍ଧ ସମୟରେ ଯୁଦ୍ଧ ବିମାନ ଉଡ଼ାଇବାରେ ଗୁଞ୍ଜନ ସକସେନା ଥିଲେ ପ୍ରଥମ ମହିଳା। ତାଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶରନ ଶର୍ମା। ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି କରଣ ଜୋହର। ଏଥିରେ ଜାହ୍ନବୀଙ୍କ ସହିତ ପଙ୍କଜ ତ୍ରିପାଠୀ, ଅଙ୍ଗଦ ବେଦୀ,  ବିନୀତ କୁମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

Tags: