ସନ୍ନିଙ୍କ ପିଠିରୁ ଛାଡ଼ିଲା ଚମଡ଼ା
ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ପିଠିରେ ନୂଆ ଚମଡ଼ା। କିଛିଦିନ ହେବ ପିଲ୍ମ ଦୁନିଆରୁ ସନ୍ନି ଦୂରେଇ ରହିଛନ୍ତି।ତାଙ୍କ ପିଠିରୁ ଚମଡ଼ା ଛାଡ଼ିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଏ ଫଟୋ ବୁଲୁଛି। କିନ୍ତୁ ସନ୍ନିଙ୍କ ପିଠିରେ କଣ ହୋଇଛି? କାହିଁକି ସନ୍ନୀଙ୍କ ଏପରି ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି| ବାସ୍ତବରେ ସନ୍ନିଙ୍କ ପିଠିରେ ଲାଗିଥିବା ଚମଡ଼ା ନୁହେଁ ବରଂ ଏକ ମେକଅପ ପ୍ୟାକ୍। ଏକ ଫଟୋସୁଟ୍ କାର୍ଯ୍ୟକ୍ରମରେ ସନ୍ନି ନିଜ ପିଠିରେ ଏପରି ମେକଅପ […]
ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ପିଠିରେ ନୂଆ ଚମଡ଼ା। କିଛିଦିନ ହେବ ପିଲ୍ମ ଦୁନିଆରୁ ସନ୍ନି ଦୂରେଇ ରହିଛନ୍ତି।ତାଙ୍କ ପିଠିରୁ ଚମଡ଼ା ଛାଡ଼ିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଏ ଫଟୋ ବୁଲୁଛି। କିନ୍ତୁ ସନ୍ନିଙ୍କ ପିଠିରେ କଣ ହୋଇଛି? କାହିଁକି ସନ୍ନୀଙ୍କ ଏପରି ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି| ବାସ୍ତବରେ ସନ୍ନିଙ୍କ ପିଠିରେ ଲାଗିଥିବା ଚମଡ଼ା ନୁହେଁ ବରଂ ଏକ ମେକଅପ ପ୍ୟାକ୍। ଏକ ଫଟୋସୁଟ୍ କାର୍ଯ୍ୟକ୍ରମରେ ସନ୍ନି ନିଜ ପିଠିରେ ଏପରି ମେକଅପ ପ୍ୟାକ୍ ଲଗାଇଥିଲେ। ମେକ୍ଅପ୍ ଶେଷ ହେବା ପରେ ପୁଣି ବାହାର କରାଯାଉଛି। ସୋସିଆଲ ମିଡିଆର ସନ୍ନିଙ୍କ ଏଭଳି ମେକ୍ଅପ୍ ବେଳର ଭିଡିଓ ଭାଇରାଲ ହୋଇଛି ।




