ମିଳିବ ଖୁସି ଖବର
By: Ipsita
ସମ୍ବନ୍ଧିତ ଖବର ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି
ଅଭିକା ଗୋର ଏବଂ ମିଲନ୍ଦ ଚନ୍ଦୱାନି ୨୦୨୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ନିକଟରେ ଅବିକା ଗର୍ଭବତୀ ଥିବାନେଇ ଚର୍ଚ୍ଚା ହୋଇଥିଲା । ହେଲେ ନିକଟରେ ନିଜେ ଅଭିନେତ୍ରୀ ଅବିକା ଏହାକୁ ଖଣ୍ଡନ କରିଛନ୍ତି । ଏହି ଖବର ମିଛ ହେଲେ ଆଗକୁ ଆଉ ଏକ ଖୁସି ଖବର ସେ ଜଣାଇବେ ବୋଲି ଫ୍ୟାନଙ୍କୁ ଅବିକା ସୂଚନା ଦେଇଛନ୍ତି । ଯଦି ସେ ମାଆ ହେବା ଖବର ମିଛ ତେବେ ଆଉ କେଉଁ ଖୁସି ଖବର ଅବିକା ଦେବେ ତାକୁ ନେଇ ବର୍ତ୍ତମାନ ଫ୍ୟାନଙ୍କ ମଧ୍ୟରେ ସସପେନ୍ସ ଲାଗି ରହିଛି । ଅବିକା ବାଲିକା ବଧୁ ଭାବେ ଘରେ ଘରେ ପରିଚିତ । ତାଙ୍କ ଅଭିନୟକୁ ସବୁବେଳେ ଦର୍ଶକ ଖୁବ ଭଲ ପାଇବା ଦେଇଥାଆନ୍ତି । ଅବିକା ନିଜର ସାଙ୍ଗ ମିଲିନ୍ଦଙ୍କୁ ୨୦୨୫ରେ ବିବାହ କରିଥିଲେ, ଏହା ପୂର୍ବରୁ ଉଭୟ ଉଭୟଙ୍କୁ ୨୦୨୦ରୁ ଜାଣିଥିଲେ । ମିଲିନ୍ଦ ଅଭିନେତା ବ୍ୟାଗଗ୍ରାଉଣ୍ଡ ନୁହେଁ ବରଂ ଆଇଟି ବିଭାଗରେ କାମ କରନ୍ତି ।
ସମ୍ବନ୍ଧିତ ଖବର ଭୂମିଙ୍କ ନୂଆ ସିରିଜ
Tags:



