ମାହିଙ୍କ ଉତ୍ତର

ନିକଟରେ ଟେଲି ଅଭିନେତ୍ରୀ ମାହି ବିଜ ଓ ଅଭିନେତା ଜୟ ଭାନୁଶାଲୀଙ୍କ ବିବାହ ବିଚ୍ଛେଦନେଇ ଖବର ଭାଇରାଲ ହେବାରେ ଲାଗିଛି । ପୁରା ସୋସିଆଲ ମିଡିଆ ଏନେଇ ଆଲୋଚନା କରିବାରେ ଲାଗିଛି । ସୋସିଆଲ ମିଡିଆରେ ବୁଲୁଥିବା ଖବର ଅନୁସାରେ ଉଭୟଙ୍କର ଡିଭର୍ସ ହେବାକୁ ଯାଉଛି । ହେଲେ ଘଟଣାରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ମାହି । ମାହି ଏହାକୁ ଖଣ୍ଡନ କରିବା ସହିତ ମିଛ ଖବର ସୋସିଆଲ ମିଡିଆରେ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସେ […]

ମାହିଙ୍କ ଉତ୍ତର
Samaya Live Picture
Published On

ନିକଟରେ ଟେଲି ଅଭିନେତ୍ରୀ ମାହି ବିଜ ଓ ଅଭିନେତା ଜୟ ଭାନୁଶାଲୀଙ୍କ ବିବାହ ବିଚ୍ଛେଦନେଇ ଖବର ଭାଇରାଲ ହେବାରେ ଲାଗିଛି । ପୁରା ସୋସିଆଲ ମିଡିଆ ଏନେଇ ଆଲୋଚନା କରିବାରେ ଲାଗିଛି । ସୋସିଆଲ ମିଡିଆରେ ବୁଲୁଥିବା ଖବର ଅନୁସାରେ ଉଭୟଙ୍କର ଡିଭର୍ସ ହେବାକୁ ଯାଉଛି । ହେଲେ ଘଟଣାରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ମାହି । ମାହି ଏହାକୁ ଖଣ୍ଡନ କରିବା ସହିତ ମିଛ ଖବର ସୋସିଆଲ ମିଡିଆରେ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସେ ଲିଗାଲ ଆକସନ୍‌ ନେବେ ବୋଲି ମତ ଦେଇଛନ୍ତି । ତେବେ ଉଭୟଙ୍କ ଭିତରେ ସବୁ ଠିକ ଅଛି କି ନାହିଁ ତାହା ଆଗକୁ ଜଣା ପଡିବ । ହେଲେ ବର୍ତ୍ତମାନ ଏହି ସବୁ ଖବର ଉଭୟଙ୍କ ଫ୍ୟାନଙ୍କୁ ଦ୍ୱନ୍ଦରେ ରଖିଛି ।

Tags: