ମର୍ଡର ମିଷ୍ଟ୍ରିରେ ରାଧିକା

ନିଜର ବୋଲଡ ଅନ୍ଦାଜ ପାଇଁ ପରିଚିତଥିବା ରାଧିକା ନିଜ ଫିଲ୍ମ ତାଲିକାରେ ଆଉ ଏକ ଦମଦାର ଫିଚର ଫିଲ୍ମ ଆଡ୍‌ କରିବାକୁ ଯାଉଛନ୍ତି । ବି ଟାଉନର ପୂର୍ବତନ ଆକେଫ୍ରସ୍‌ ଟିସ୍କା ଚୋପ୍ରା ନିଜର ନିର୍ଦ୍ଦେଶନା କ୍ୟାରିୟରକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି । ସେ ନିର୍ମାଣ କରିବାକୁ ଯାଉଛନ୍ତି ଏକ ମଡରମିଷ୍ଟ୍ରି, ଯେଉଁଥିରେ ଲିଡ୍‌ରେ ରାଧିକା ନଜର ଆସିବେ । ରାଧିକାଙ୍କ ପୂର୍ବରୁ ଏହି ରୋଲଟି କରୀନାଙ୍କୁ ଅଫର ହୋଇଥିଲା । ହେଲେ ସେ […]

Samaya Live Picture
Published On

ନିଜର ବୋଲଡ ଅନ୍ଦାଜ ପାଇଁ ପରିଚିତଥିବା ରାଧିକା ନିଜ ଫିଲ୍ମ ତାଲିକାରେ ଆଉ ଏକ ଦମଦାର ଫିଚର ଫିଲ୍ମ ଆଡ୍‌ କରିବାକୁ ଯାଉଛନ୍ତି । ବି ଟାଉନର ପୂର୍ବତନ ଆକେଫ୍ରସ୍‌ ଟିସ୍କା ଚୋପ୍ରା ନିଜର ନିର୍ଦ୍ଦେଶନା କ୍ୟାରିୟରକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି । ସେ ନିର୍ମାଣ କରିବାକୁ ଯାଉଛନ୍ତି ଏକ ମଡରମିଷ୍ଟ୍ରି, ଯେଉଁଥିରେ ଲିଡ୍‌ରେ ରାଧିକା ନଜର ଆସିବେ । ରାଧିକାଙ୍କ ପୂର୍ବରୁ ଏହି ରୋଲଟି କରୀନାଙ୍କୁ ଅଫର ହୋଇଥିଲା । ହେଲେ ସେ ନିଜ କ୍ୟାରିୟରରେ ଆଉ ଏକ ମର୍ଡର ମିଷ୍ଟ୍ରି ଆଡ କରିବାକୁ ଚାହୁଁନଥିଲେ ତେଣୁ ଏହାକୁ ମନା କରିଦେଇଥିଲେ । ଏହି ଫିଲ୍ମର ସୁଟିଂ ଉତ୍ତରାଖଣ୍ଡରେ ସେପେଫମ୍ବରରୁ ଆରମ୍ଭ ହେବ । ଫିଲ୍ମର ଫିମେଲ ଲିଡ୍‌ ଫାଇନାଲ ହୋଇସାରିଥିବାବେଳେ ମେଲ୍‌ ଲିଡ୍‌ ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ । ରାଧିକା ନିଜର ଏହି ପ୍ରୋଜେକଫକୁ ନେଇ ବେଶ ଉତ୍ସୁକ ଅଛନ୍ତି । କେବଳ ଏହି ଫିଲ୍ମନୁହେଁ ରାଧିକାଙ୍କୁ କ୍ୟାଟ୍ରିନା କେଫ୍‌ ଓ ବିଜୟ ସେଥୁପତିଙ୍କ ଅଭିନୀତ ମେରି ଖ୍ରୀଷ୍ଟମାସରେ କେମିଓରେ ଦେଖିବାକୁ ମିଳିବ । ଏହା ଛଡା ରାଧିକା ଏକ ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକଫରେ ମଧ୍ୟ କାମ କରୁଥିବାର ଗୁଜବ ରହିଛି ।

Tags: