ଭୁବନେଶ୍ୱରରେ କମଲ ହାସନ
ସମୟ ଲାଇଭ୍,୧୮/୧୧: ତାମିଲ ଅଭିନେତା କମଲ ହାସନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜେଡ଼ି ବିଧାୟକ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଛନ୍ତି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Tags: