ଭଲପାଇବାର ବନ୍ଧନ
ଟେଲି ଅଭିନେତ୍ରୀ ପବିତ୍ରା ପୂନିଆଙ୍କର ଇନ୍ଷ୍ଟାଗ୍ରାମ ପୋଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ପବିତ୍ରା ପୋଷ୍ଟରେ ନିଜର ନିର୍ବନ୍ଧ ନେଇ ସୂଚନା ଦେଇଛନ୍ତି, ଏଥିସହିତ କିଛି ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଅଛନ୍ତି ଏବଂ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ମୁଦି ଦେଉଛନ୍ତି । ପବିତ୍ରାଙ୍କ ଏହି ପୋଷ୍ଟରେ ପୁରା ଇଣ୍ଡଷ୍ଟ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ପବିତ୍ରାଙ୍କର ବର୍ତ୍ତମାନର ବୟଫ୍ରେଣ୍ଡ ଆମେରିକାର ଜଣେ ବ୍ୟବସାୟ । […]
ଟେଲି ଅଭିନେତ୍ରୀ ପବିତ୍ରା ପୂନିଆଙ୍କର ଇନ୍ଷ୍ଟାଗ୍ରାମ ପୋଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ପବିତ୍ରା ପୋଷ୍ଟରେ ନିଜର ନିର୍ବନ୍ଧ ନେଇ ସୂଚନା ଦେଇଛନ୍ତି, ଏଥିସହିତ କିଛି ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଅଛନ୍ତି ଏବଂ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ମୁଦି ଦେଉଛନ୍ତି । ପବିତ୍ରାଙ୍କ ଏହି ପୋଷ୍ଟରେ ପୁରା ଇଣ୍ଡଷ୍ଟ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ପବିତ୍ରାଙ୍କର ବର୍ତ୍ତମାନର ବୟଫ୍ରେଣ୍ଡ ଆମେରିକାର ଜଣେ ବ୍ୟବସାୟ । ଯାହାଙ୍କ କଥା ସେ ଅନେକ ସମୟରେ ସାକ୍ଷାତକାରରେ କହିଛନ୍ତି । ପୂର୍ବରୁ ପବିତ୍ରାଙ୍କ ସମ୍ପର୍କ ଅଭିନେତା ଏଜାଜ୍ ଖାନଙ୍କ ସହିତ ଥିଲା । ହେଲେ ଉଭୟ ୪ ବର୍ଷ ସମ୍ପର୍କରେ ରହିବା ପରେ ଉଭୟ ଅଲଗା ହୋଇଯାଇଥିଲେ । ଏହାପରେ ପବିତ୍ରା ଆଉ ଜଣଙ୍କ ସହିତ ରିଲେସନରେ ଥିଲେ, ଯାହାକୁ ବିବାହ କରିବାକୁ ଯାଉଛନ୍ତି ।




