ବ୍ରେକଅପ ପରେ ବୁଲିବାକୁ ଯାଆନ୍ତି

ସବୁବେଳେ ସମସ୍ତେ ନିଜନିଜ ହିସାବରେ ନିଜ ମନର ଦୁଃଖକୁ ହ୍ୟାଣ୍ଡେଲ କରିଥାଆନ୍ତି । ତେବେ ସାରା ଅଲ୍ଲୀ ଖାନ୍‌ଙ୍କର ଦୁଃଖ ହ୍ୟାଣ୍ଡେଲ କରିବା ଉପାୟ ତାଙ୍କ ଫ୍ୟାନଙ୍କୁ ବେଶ୍‌ ପସନ୍ଦ ଆସିଛି । ନିକଟରେ ଏକ ସାକ୍ଷାତକାରରେ ସାରା ଅଲ୍ଲୀ ପ୍ରକାଶ କରିଛନ୍ତି କି ଯେତେବେଳେ ବି ତାଙ୍କ ହୃଦୟ ଭାଙ୍ଗିଥାଏ ସେ ବୁଲିବାକୁ ବାହାରି ଯାଆନ୍ତି । ତାଙ୍କୁ ବିଭିନ୍ନ ସ୍ଥାନ ବୁଲିବାକୁ ଖୁବ ଭଲ ଲାଗିଥାଏ । କିଛି ସମୟ ବୁଲିବା ପରେ ତାଙ୍କୁ […]

ବ୍ରେକଅପ ପରେ ବୁଲିବାକୁ ଯାଆନ୍ତି
Samaya Live Picture
Published On

ସବୁବେଳେ ସମସ୍ତେ ନିଜନିଜ ହିସାବରେ ନିଜ ମନର ଦୁଃଖକୁ ହ୍ୟାଣ୍ଡେଲ କରିଥାଆନ୍ତି । ତେବେ ସାରା ଅଲ୍ଲୀ ଖାନ୍‌ଙ୍କର ଦୁଃଖ ହ୍ୟାଣ୍ଡେଲ କରିବା ଉପାୟ ତାଙ୍କ ଫ୍ୟାନଙ୍କୁ ବେଶ୍‌ ପସନ୍ଦ ଆସିଛି । ନିକଟରେ ଏକ ସାକ୍ଷାତକାରରେ ସାରା ଅଲ୍ଲୀ ପ୍ରକାଶ କରିଛନ୍ତି କି ଯେତେବେଳେ ବି ତାଙ୍କ ହୃଦୟ ଭାଙ୍ଗିଥାଏ ସେ ବୁଲିବାକୁ ବାହାରି ଯାଆନ୍ତି । ତାଙ୍କୁ ବିଭିନ୍ନ ସ୍ଥାନ ବୁଲିବାକୁ ଖୁବ ଭଲ ଲାଗିଥାଏ । କିଛି ସମୟ ବୁଲିବା ପରେ ତାଙ୍କୁ ଖୁବ ରିଲାକ୍ସ ଲାଗିଥାଏ । ତାଙ୍କ ମନ ଖୁସି ହୋଇଯାଇଥାଏ ବୋଲି ସାରା ପ୍ରକାଶ କରିଛନ୍ତି । ସାରାଙ୍କୁ ଖୁବ ଜଲଦି ମେଟ୍ରୋ ଇନ୍‌ ଦିନୋ ମେ ଦେଖିବାକୁ ମିଳିବ, ଏଥିରେ ସେ ଆଦିତ୍ୟ ରୟ କପୁରଙ୍କ ସହିତ ସ୍କ୍ରିନ ସେୟାର କରିବେ । ଉଭୟ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି ।

Tags: