ପସନ୍ଦ ଆସୁଛି ଅଭିନୟ

ପସନ୍ଦ ଆସୁଛି ଅଭିନୟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପ୍ରେମରେ ନୋରା

ଅଭିନେତ୍ରୀ ମୋନା ସିଂହ ଆସନ୍ତା ଫେବୃଆରୀ ୧୧, ୨୦୨୬ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଥିବା କ୍ରାଇମ-ଥ୍ରୀଲର୍ ୱେବ୍ ସିରିଜ୍ 'କୋହରା: ସିଜନ୍ ୨' ରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଭୂମିକାରେ ନଜର ଆସିବେ।  ନିକଟରେ ରିଲିଜ ହୋଇଥିବା ୨ ମିନିଟ୍ ୧୩ ସେକେଣ୍ଡର ଟ୍ରେଲରରେ ମୋନାଙ୍କୁ କେସର ଇନଭେଷ୍ଟିଗେସନ କରୁଥିବାର ଦେଖିବାକୁ ମିଳୁଛି । ଏହି ରହସ୍ୟ ଉନ୍ମୋଚନ କରିବା ପ୍ରକ୍ରିୟାରେ ଉଭୟ ଅଫିସରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅଶାନ୍ତ ହୋଇପଡୁଛି ତାହାକୁ ନେଇ କାହାଣୀ ଗତିଶୀଳ । କର୍ମକ୍ଷେତ୍ରରେ ମୋନା ସିଂହ ବର୍ତ୍ତମାନ ଏକ ସଫଳ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି; ସେ ନିକଟରେ ଭିର ଦାସଙ୍କ 'ହାପି ପଟେଲ୍: ଖତରନାକ୍ ଜାସୁସ୍'ରେ ଜଣେ ଲେଡି ଡନ୍ ଭୂମିକାରେ ଏବଂ ବ୍ଲକବଷ୍ଟର ଚଳଚ୍ଚିତ୍ର 'ବର୍ଡର ୨' ରେ ସନି ଦେଓଲଙ୍କ ପତ୍ନୀ ଭାବରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି  ।

ସମ୍ବନ୍ଧିତ ଖବର ଭୂମିଙ୍କ ନୂଆ ସିରିଜ

Tags: