ନାଗିନ ସିକ୍ୟୁଏଲ ପାଇଁ ଡିମାଣ୍ଡ୍‌

ନିକଟରେ କ୍ୟୁଁ କୀ ଶାସ୍‌ ଭି କଭ ବହୁ ଥିର ସିକ୍ୟୁଏଲ ନେଇ ଘୋଷଣା କରାଯାଇଛି । ଏହାପରେ ଦର୍ଶକଙ୍କ ଭିତରେ ଖୁବ ଆଗ୍ରହ ଦେଖିବାକୁ ମିଳିଛି । ତେବେ ଲୋକମାନେ ବର୍ତ୍ତମାନ ଏକତା କପୁରଙ୍କ ଆଉ ଏକ ଶୋ ନାଗିନ୍‌ର ସପ୍ତମ ଭାଗ ଆଣିବାକୁ ସୋସିଆଲ ମିଡିଆରେ ଏକତା କପୁରଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏନେଇ ଅନେକ ମିମ୍‌ ସହିତ ପୋଷ୍ଟର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦର୍ଶକମାନେ […]

ନାଗିନ ସିକ୍ୟୁଏଲ ପାଇଁ ଡିମାଣ୍ଡ୍‌
Samaya Live Picture
Published On

ନିକଟରେ କ୍ୟୁଁ କୀ ଶାସ୍‌ ଭି କଭ ବହୁ ଥିର ସିକ୍ୟୁଏଲ ନେଇ ଘୋଷଣା କରାଯାଇଛି । ଏହାପରେ ଦର୍ଶକଙ୍କ ଭିତରେ ଖୁବ ଆଗ୍ରହ ଦେଖିବାକୁ ମିଳିଛି । ତେବେ ଲୋକମାନେ ବର୍ତ୍ତମାନ ଏକତା କପୁରଙ୍କ ଆଉ ଏକ ଶୋ ନାଗିନ୍‌ର ସପ୍ତମ ଭାଗ ଆଣିବାକୁ ସୋସିଆଲ ମିଡିଆରେ ଏକତା କପୁରଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏନେଇ ଅନେକ ମିମ୍‌ ସହିତ ପୋଷ୍ଟର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦର୍ଶକମାନେ ନାଗିନ୍‌ -୭ ଲେଖି ଭାଇରାଲ କରୁଛନ୍ତି । ତେବେ ଏହାକୁ ନେଇ ଏକତା କିମ୍ବା ବାଲାଜୀ ପ୍ରଡକସନ୍‌ ହାଉସର କୌଣସି ଷ୍ଟେଟମେଣ୍ଟ ମିଳିପାରିନାହିଁ ।

Tags: