କରିବେନି ରିମେକ
ନିକଟରେ ଅକ୍ଷୟ କୁମାର ଫିଲ୍ମ ସଂକ୍ରାନ୍ତିକି ବସ୍ଥୁନମ ଫିଲ୍ମର ରିମେକରେ ନଜର ଆସିବା ନେଇ ଆଲୋଚନା ହେଉଥିଲା । ହେଲେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ସୂଚନା ଅନୁସାରେ ଅକ୍ଷୟ କୁମାର ଏହି ଫିଲ୍ମ କରିବେ ନାହିଁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଭେଙ୍କଟେଶ ଡଗୁବାଟିଙ୍କ ଅଭିନୀତ ଏହି ଫିଲ୍ମ ଅକ୍ଷୟଙ୍କୁ ଖୁବ ଭଲ ଲାଗିଛି । ତେଣୁ ଜଣେ ସିନେମା ପ୍ରେମୀ ହିସାବରେ ସେ ଏହି ଫିଲ୍ମକୁ ରିମେକ କରିବାକୁ ଚାହୁଁ […]
ନିକଟରେ ଅକ୍ଷୟ କୁମାର ଫିଲ୍ମ ସଂକ୍ରାନ୍ତିକି ବସ୍ଥୁନମ ଫିଲ୍ମର ରିମେକରେ ନଜର ଆସିବା ନେଇ ଆଲୋଚନା ହେଉଥିଲା । ହେଲେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ସୂଚନା ଅନୁସାରେ ଅକ୍ଷୟ କୁମାର ଏହି ଫିଲ୍ମ କରିବେ ନାହିଁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଭେଙ୍କଟେଶ ଡଗୁବାଟିଙ୍କ ଅଭିନୀତ ଏହି ଫିଲ୍ମ ଅକ୍ଷୟଙ୍କୁ ଖୁବ ଭଲ ଲାଗିଛି । ତେଣୁ ଜଣେ ସିନେମା ପ୍ରେମୀ ହିସାବରେ ସେ ଏହି ଫିଲ୍ମକୁ ରିମେକ କରିବାକୁ ଚାହୁଁ ନଥିବା ପ୍ରକାଶ କରିଛନ୍ତି । ତେବେ ଅକ୍ଷୟ ଓ ଅନିସ ବାଜମି ଏକ ଭିନ୍ନ ପ୍ରୋଜେକ୍ଟରେ କୋଲାବ୍ରେଟ କରିବେ ବୋଲି ଆଲୋଚନା କରୁଥିବା ଜଣା ପଡିଛି । ସେହିଭଳି ଏହି ଫିଲ୍ମଟିକୁ ଦର୍ଶକ ଖୁବ ଭଲ ପାଇବା ଦେଇଥିବା ଦେଖିବାକୁ ମିଳିଥିଲା ।




