କରିବେନି ଡେବ୍ୟୁ

ବିଟାଉନ୍‌ ନାୟିକା କରୀନା କପୁର ଆଗକୁ କନ୍ନଡ ଫିଲ୍ମରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସଦ୍ୟତମ ରିପୋର୍ଟ ଅନୁସାରେ କରୀନା ଏହି ଡେବୁ୍ୟ କରିବେ ନାହିଁ । ଏହାର କାରଣ ଭାବେ କରୀନାଙ୍କର ବିଜି ସିଡୁ୍ୟଲ ବୋଲି ଫିଲ୍ମ ସହ ଜଡିତ କିଛି ସୁତ୍ର ପକ୍ଷରୁ କୁହାଯାଇଛି । କରୀନାଙ୍କ ଡେଟ୍‌ ଫିଲ୍ମର ଡେଟ୍‌ ସହିତ ଖାପ ଖାଉ ନାହିଁ, ଯାହାଫଳରେ କରୀନା ସୁଟିଂ କରିପାରିବେ ନାହିଁ ବୋଲି ଜଣା ପଡିଛି । […]

Samaya Live Picture
Published On

ବିଟାଉନ୍‌ ନାୟିକା କରୀନା କପୁର ଆଗକୁ କନ୍ନଡ ଫିଲ୍ମରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସଦ୍ୟତମ ରିପୋର୍ଟ ଅନୁସାରେ କରୀନା ଏହି ଡେବୁ୍ୟ କରିବେ ନାହିଁ । ଏହାର କାରଣ ଭାବେ କରୀନାଙ୍କର ବିଜି ସିଡୁ୍ୟଲ ବୋଲି ଫିଲ୍ମ ସହ ଜଡିତ କିଛି ସୁତ୍ର ପକ୍ଷରୁ କୁହାଯାଇଛି । କରୀନାଙ୍କ ଡେଟ୍‌ ଫିଲ୍ମର ଡେଟ୍‌ ସହିତ ଖାପ ଖାଉ ନାହିଁ, ଯାହାଫଳରେ କରୀନା ସୁଟିଂ କରିପାରିବେ ନାହିଁ ବୋଲି ଜଣା ପଡିଛି । ଫିଲ୍ମ ମେକର କରୀନାଙ୍କ ଡେଟ୍‌ ସହିତ ତାଳ ମେଳ ରଖିବାକୁ ଖୁବ ଚେଷ୍ଟା କରିଛନ୍ତି ହେଲେ ଏହା ହୋଇ ପାରିଲା ନାହିଁ ବୋଲି ଜଣା ପଡିଛି । ଏହି ଫିଲ୍ମରେ କରୀନାଙ୍କୁ କନ୍ନଡ ଷ୍ଟାର ୟଶଙ୍କ ସହିତ ଦେଖିବାକୁ ମଳିଥାଆନ୍ତା । ବର୍ତ୍ତମାନ ଏହି ଫିଲ୍ମ ପାଇଁ ନୂଆ ନାୟିକା ଖୋଜା ଚାଲିଛି । ଉଭୟ ଷ୍ଟାରଙ୍କୁ ଏକାଠି ଦେଖିବାକୁ ଉତ୍ସୁକ ଥିବା ଫ୍ୟାନମାନେ ବର୍ତ୍ତମାନ ନିରାଶ ହୋଇଛନ୍ତି । ତେବେ କରୀନାଙ୍କ ସ୍ଥାନରେ ଆଉଜଣେ ବଲିଉଡ୍‌ ଆକେଫ୍ରସ କାଷ୍ଟ ହେବା ନେଇ ଚର୍ଚ୍ଚା ହେଉଛି । ଏନେଇ ସେଭଳି କୌଣସି ସଠିକ୍‌ ତଥ୍ୟ ନଥିଲେ ମଧ୍ୟ ଚର୍ଚ୍ଚା ହେଉଥିବା ଜଣା ପଡିଛି ।

Tags: