କଙ୍ଗନାଙ୍କ ରାଗ
ନିକଟରେ କଙ୍ଗନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ କଙ୍ଗନା ଖୁବ ରାଗୁଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁସାରେ କଙ୍ଗନା ନିକଟରେ ମନାଲିର ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ଜଣେ ବ୍ଲଗରଙ୍କ ପ୍ରଶ୍ନରେ କଙ୍ଗନା ରାଗୁଥିବା ଦେଖିବାକୁ ମିଳୁଛି । ସେ ବ୍ଲଗରଙ୍କୁ ଉତ୍ତର ରଖି କହିଛନ୍ତି , ଆପଣମାନେ ଏଠାକୁ ନାଚିବାକୁ ଯଦି ଆସିବେ ତେବେ ଆମେ କାମ କେମିତି କରିବୁ । […]
ନିକଟରେ କଙ୍ଗନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ କଙ୍ଗନା ଖୁବ ରାଗୁଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁସାରେ କଙ୍ଗନା ନିକଟରେ ମନାଲିର ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ଜଣେ ବ୍ଲଗରଙ୍କ ପ୍ରଶ୍ନରେ କଙ୍ଗନା ରାଗୁଥିବା ଦେଖିବାକୁ ମିଳୁଛି । ସେ ବ୍ଲଗରଙ୍କୁ ଉତ୍ତର ରଖି କହିଛନ୍ତି , ଆପଣମାନେ ଏଠାକୁ ନାଚିବାକୁ ଯଦି ଆସିବେ ତେବେ ଆମେ କାମ କେମିତି କରିବୁ । କଙ୍ଗନାଙ୍କର ଏଭଳି ଉତ୍ତର କାରଣରୁ ତାଙ୍କୁ ସମସ୍ତେ ସମାଲୋଚନା କରିବାରେ ଲାଗିଛନ୍ତି । ସେହିଭଳି ସମସ୍ତଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ ତେଣୁ କେହି ବି ବ୍ୟକ୍ତିଗତ ଭାବେ ପୀଡିତଙ୍କ ପାଇଁ ଅର୍ଥ ଏକତ୍ରିତ କରିବାର ଆବଶ୍ୟକତା ନାହିଁ ବୋଲି କଙ୍ଗନା ମତ ଦେଇଛନ୍ତି ।




