ଆରମ୍ଭ ହେଲା ପପୁଲାର ସୋ’ ଖତରୋଁ କେ ଖିଲାଡି
କଲର୍ସରେ ପ୍ରସାରିତ ହେଲା ଖତରୋଁ କେ ଖିଲାଡି ସିଜନ୍-୧୦। ସୋ’କୁ ହୋଷ୍ଟ କରିବେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଏଥର ସିଜନ୍ରେ ଟିଭିର ପପୁଲାର ଚେହେରା ଦେଖିବାକୁ ମିଳିବ। କରିସ୍ମା ତନ୍ନା, ରାନି ଚାଟାର୍ଜି, କରଣ ପଟେଲ, ଅଦା ଖାନ୍, ଶିବିନ୍ ନାରଙ୍ଗ, ଧର୍ମେଶ, ବଲରାଜ, ତେଜଶ୍ୱୀ ପ୍ରକାଶ, ଅମୃତା ଖାନ୍ବିଲକର ଭଳି ଚେହେରା ନଜର ଆସିବେ। ଏହିସବୁ କଳାକାର ଉଭୟଙ୍କୁ କଡ଼ା ଟକ୍କର ଦେବେ। ଏଥର ସବୁଠୁ ଜୋରଦାର ଷ୍ଟଣ୍ଟ ହେବ।
କଲର୍ସରେ ପ୍ରସାରିତ ହେଲା ଖତରୋଁ କେ ଖିଲାଡି ସିଜନ୍-୧୦। ସୋ’କୁ ହୋଷ୍ଟ କରିବେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଏଥର ସିଜନ୍ରେ ଟିଭିର ପପୁଲାର ଚେହେରା ଦେଖିବାକୁ ମିଳିବ।
କରିସ୍ମା ତନ୍ନା, ରାନି ଚାଟାର୍ଜି, କରଣ ପଟେଲ, ଅଦା ଖାନ୍, ଶିବିନ୍ ନାରଙ୍ଗ, ଧର୍ମେଶ, ବଲରାଜ, ତେଜଶ୍ୱୀ ପ୍ରକାଶ, ଅମୃତା ଖାନ୍ବିଲକର ଭଳି ଚେହେରା ନଜର ଆସିବେ। ଏହିସବୁ କଳାକାର ଉଭୟଙ୍କୁ କଡ଼ା ଟକ୍କର ଦେବେ। ଏଥର ସବୁଠୁ ଜୋରଦାର ଷ୍ଟଣ୍ଟ ହେବ।
Tags:




