ଆଦାଙ୍କ ଟ୍ରାଡିଶନାଲ ଗେଟ୍ଅପ୍!
ବଲିଉଡ୍ ଷ୍ଟାରମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହୁଛନ୍ତି। ଫ୍ୟାନ୍ମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରି ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। କିଏ କୁକିଂ ତ ଆଉ କିଏ ଡ୍ୟାନ୍ସିଂ। View this post on Instagram What's the firrrrrrst thing ur going to do after the lockdown is over??♀️♥️ . . . That's the firrrrst question in all interviews these […]
ବଲିଉଡ୍ ଷ୍ଟାରମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହୁଛନ୍ତି। ଫ୍ୟାନ୍ମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରି ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। କିଏ କୁକିଂ ତ ଆଉ କିଏ ଡ୍ୟାନ୍ସିଂ।
View this post on InstagramA post shared by Adah Sharma (@adah_ki_adah) on
ହେଲେ ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଅଦା ଶର୍ମା ନିଜ ଫ୍ୟାନ୍ମାନଙ୍କ ମନକଥା ବୁଝିବାକୁ ଯାଇ ଟ୍ରାଡିଶନାଲ ଗେଟ୍ଅପ୍ରେ ଏକ ଫଟୋ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫଟୋରେ ଅଦା ଏକ ଅଫ୍ହ୍ବାଇଟ୍ ଟ୍ରାନ୍ସପରେଣ୍ଟ ଶାଢ଼ି ପିନ୍ଧିଛନ୍ତି। ଏଥିରେ ସେ ପୂରା ହଟ୍ ଦିଶୁଛନ୍ତି। ତାଙ୍କର ଏହି ଲୁକ୍ସକୁ ଫ୍ୟାନ୍ମାନେ ବେଶ୍ ପସନ୍ଦ କରିଛନ୍ତି। ଏହି ଫଟୋଟି ଭାଇରାଲ ହେବାରେ ଲାଗିଛି।
Tags:




