Enforcement Directorate
ଦେଶ- ବିଦେଶ 

ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ୪୦ଟି ସ୍ଥାନରେ ଇଡି ଚଢ଼ାଉ

ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ୪୦ଟି ସ୍ଥାନରେ ଇଡି ଚଢ଼ାଉ ଦିଲ୍ଲୀ: ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ଅଭିଯୋଗରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏକାଧିକ ସହରର ୪୦ଟି ସ୍ଥାନରେ ଚଢ଼ାଉ କରିଛି । ସେହି ସ୍ଥାନ ମଧ୍ୟରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ୨୦ଟି ସ୍ଥାନଠାରେ ଚଢ଼ାଉ କରାଯାଇଛି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଦିଲ୍ଲୀର କେତେକ ସହରର ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍‌ ଏବଂ ସପ୍‌ଲାଏ ଚେନ୍‌ ନେଟ୍‌ୱାର୍କ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଘରେ ତଲାସ ଚାଲିଥିବା ସୂଚନା ମିଳିଛି । ତେବେ ଏହି ମାମଲାରେ […]
Read More...
ମନୋରଞ୍ଜନ  ଦେଶ- ବିଦେଶ  ଅପରାଧ 

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବଢ଼ିଲା ଅଡୁଆ, ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ଅଭିଯୁକ୍ତ କଲା ଇଡି

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବଢ଼ିଲା ଅଡୁଆ, ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ଅଭିଯୁକ୍ତ କଲା ଇଡି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବଢ଼ିଲା ଅଡୁଆ I ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଘନିଷ୍ଠ ଥିଲେ ଜ୍ୟାକଲିନ I ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନଙ୍କୁ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ କରିଛି। ଇଡି ଆଜି ଦିଲ୍ଲୀ କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି। ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ରେ ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୋଧ ରେ ଦାଖଲ କରାଯାଇଛି I ଏହି ମାମଲାରେ ସମାନ […]
Read More...
ଦେଶ- ବିଦେଶ 

ଅବୈଧ ଫୋନ ଟ୍ୟାପିଂ ମାମଲା: ଚିତ୍ରା ରାମକୃଷ୍ଣ ଗିରଫ

ଅବୈଧ ଫୋନ ଟ୍ୟାପିଂ ମାମଲା: ଚିତ୍ରା ରାମକୃଷ୍ଣ ଗିରଫ ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଛି । କୋର୍ଟ ଇଡିକୁ ୪ ଦିନିଆ ରିମାଣ୍ଡ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଏହା ପୂର୍ବରୁ ଇଡି ମୁମ୍ବାଇର ପୂର୍ବତନ ପୋଲିସ ଆୟୁକ୍ତ ସଞ୍ଜୟ ପାଣ୍ଡେ, ଚିତ୍ରା ରାମକୃଷ୍ଣ, ରବି ନାରାୟଣଙ୍କ ନାଁରେ ଅବୈଧ ଫୋନ ଟ୍ୟାପିଂ ମାମଲା ଏବଂ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କ ଗୁଇନ୍ଦାଗିରି ମାମଲାରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିଲା । […]
Read More...
ରାଜନୀତି  ଦେଶ- ବିଦେଶ  ଅପରାଧ 

ଅନିଲ ଦେଶମୁଖଙ୍କ ବିରୋଧରେ ଇଡିର ସପ୍ଲିମେଣ୍ଟ।ରୀ ଚ।ର୍ଜସିଟ

ଅନିଲ ଦେଶମୁଖଙ୍କ ବିରୋଧରେ ଇଡିର ସପ୍ଲିମେଣ୍ଟ।ରୀ ଚ।ର୍ଜସିଟ ମୁମ୍ବ।ଇ: ଡିସେମ୍ବର ୨୯: ଅନିଲ ଦେଶମୁଖଙ୍କ ବିରୋଧରେ ଇଡି ସପ୍ଲିମେଣ୍ଟ।ରୀ ଚ।ର୍ଜସିଟ ଦ।ଖଲ କରିଛି । ଇଡି ଅଭିଯୋଗ କରିଛି ଯେ ଦେଶମୁଖଙ୍କ ପରିବ।ର ପରୋକ୍ଷରେ ୨୭ ଟି କମ୍ପ।ନୀର କ।ର୍ଯ୍ୟକଳ।ପକୁ ନିୟନ୍ତ୍ରଣ କିମ୍ବ। ପରିଚ।ଳନ। କରୁଥିଲେ ଏବଂ ଦିଲ୍ଲୀର କ।ଗଜ କମ୍ପ।ନୀଗୁଡିକ ଦ୍ୱ।ର। ଦେଶମୁଖଙ୍କ ଟ୍ରଷ୍ଟ ’ସ।ଇ ଶିଖନ୍ ସନ୍ଥ।’କୁ ଦ।ନ ଭ।ବରେ ଦର୍ଶ।ଯ।ଇଥିଲ।। ଏହା ଦ୍ୱାରା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ବ।ର୍ ମ।ଲିକଙ୍କଠ।ରୁ ଲ।ଞ୍ଚ ନେଇଥିବ।, ଅର୍ଥ ହେରଫେର ମ।ମଲ।ରେ ମହ।ର।ଷ୍ଟ୍ରର ପୂର୍ବତନ […]
Read More...
ଦେଶ- ବିଦେଶ 

ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟଙ୍କୁ ସମନ

ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟଙ୍କୁ ସମନ ମୁମ୍ବାଇ: ଡିସେମ୍ବର ୨୦: ପାନାମା ପେପର୍ସ ଲିକ୍‌ ମାମଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ସମନ ପଠାଇଛି । ତାଙ୍କୁ ପଚରାଉଚରା ପାଇଁ ଇଡି ଡକାଇଛି । ଏହି ସମନ ଅନୁସାରେ, ଆଜି ଐଶ୍ୱର୍ଯ୍ୟା ଦିଲ୍ଲୀର ଲୋକନାୟକ ଭବନରେ ଇଡି ଅଫିସରେ ହାଜର ହୋଇଥାନ୍ତେ, ହେଲେ କୌଣସି ବ୍ୟକ୍ତିଗତ କାମ ପାଇଁ ସେ ହାଜର ହେବାକୁ ମନା କରିଛନ୍ତି । ଖୁବ୍‌ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି ସୂଚନା […]
Read More...
ମନୋରଞ୍ଜନ  ଦେଶ- ବିଦେଶ 

ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ସହ ଜଡିତ ୧୫ କୋଟି ଟଙ୍କା ର କାରବାର କୁ ନେଇ ମନି ଲଣ୍ଡରିଂ ମାମଲା ଦାଖଲ କଲେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ସହ ଜଡିତ ୧୫ କୋଟି ଟଙ୍କା ର କାରବାର କୁ ନେଇ ମନି ଲଣ୍ଡରିଂ ମାମଲା ଦାଖଲ କଲେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁମ୍ବାଇ : ଜୁଲାଇ ୩୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଜଡିତ 15 କୋଟି ଟଙ୍କା ମୂଲ୍ୟର କାରବାର ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଇଡି ର ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ’ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA), 2002 ଅଧୀନରେ ଏକ ଅପରାଧିକ ମାମଲା ରୁଜୁ କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ.ସିଂ ବିହାର ପୋଲିସ ଷ୍ଟେସନ ରେ ଅଭିନେତ୍ରୀ ରିୟା […]
Read More...

Advertisement