Elon Musk sent warning message to Twitter CEO
ବିଶ୍ବ 

ଟ୍ୱିଟର୍‌ ସିଇଓ ପରାଗ ଅଗ୍ରୱାଲ୍‌ଙ୍କୁ ଚେତାବନୀ ଦେଇଥିଲେ ଏଲନ୍‌ ମସ୍କ

ଟ୍ୱିଟର୍‌ ସିଇଓ ପରାଗ ଅଗ୍ରୱାଲ୍‌ଙ୍କୁ ଚେତାବନୀ ଦେଇଥିଲେ ଏଲନ୍‌ ମସ୍କ ସାନ୍‌ ଫ୍ରାନ୍ସିସ୍କୋ: ସାମାଜିକ ଗଣମାଧ୍ୟମ କମ୍ପାନି ‘ଟ୍ୱିଟର୍‌’କୁ ଖରିଦ କରିବା ଲାଗି ହୋଇଥିବା ୪୪ ବିଲିୟନ୍‌ ଡଲାର୍‌ ଚୁକ୍ତିନାମାର ଟେସ୍ଲାର ସିଇଓ ଏଲନ୍‌ ମସ୍କ ଅବସାନ ଘଟାଇବା ପରେ ଟେକ୍‌ ଇଣ୍ଡଷ୍ଟ୍ରିରେ ହାଇ ଭୋଲେଫଜ୍‌ ଡ୍ରାମା ଦେଖିବାକୁ ମିଳିଛି । ଚୁକ୍ତିରୁ ଓହରିଯିବା ପୂର୍ବରୁ ଏଲନ୍‌ ମସ୍କ ଟ୍ୱିଟର୍‌ ସିଇଓ ପରାଗ ଅଗ୍ରୱାଲ୍‌ଙ୍କ ନିକଟକୁ ଏକ ଚେତାବନୀ ମେଜେସ୍‌ ପଠାଇଥିଲେ ବୋଲି ନିକଟରେ ଏକ ସୂତ୍ରରୁ ଜାଣିବାକୁ ମିଳିଛି । ମସ୍କ ମେସେଜ୍‌ ଜରିଆରେ କହିଥିଲେ ଯେ […]
Read More...

Advertisement