Elon Musk’s sexual misconduct accusation
ବିଶ୍ବ 

ଏଲନ୍‌ ମସ୍କଙ୍କ ବିରୋଧରେ ଅସଦାଚରଣ: ଚୁପ୍‌ ରହିବା ପାଇଁ କମ୍ପାନୀ ଦେଇଥିଲା ୨,୫୦,୦୦୦ ଡଲାର

ଏଲନ୍‌ ମସ୍କଙ୍କ ବିରୋଧରେ ଅସଦାଚରଣ: ଚୁପ୍‌ ରହିବା ପାଇଁ କମ୍ପାନୀ ଦେଇଥିଲା ୨,୫୦,୦୦୦ ଡଲାର ଦିଲ୍ଲୀ: ମେ ୨୦: ‘ସ୍ପେସ୍‌ଏକ୍‌ସ’ ଏବଂ ‘ଟେସ୍‌ଲା’ କମ୍ପାନୀର ସିଇଓ ଏଲନ ମସ୍କଙ୍କ ବିରୋଧରେ ଜଣେ ଏୟାର୍‌ ହୋଷ୍ଟେସ୍‌ ବା ବିମାନ ପରିଚାଳିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହିପରିକି ଘଟଣାକୁ ଦବାଇଦେବା ପାଇଁ ଏଲନ୍‌ଙ୍କ କମ୍ପାନୀ ତାଙ୍କୁ ୨ ଲକ୍ଷ ୫୦ ହଜାର ଡଲାର ଅର୍ଥ ଦେଇଛି ବୋଲି ସୂଚନା ରିହିଛି । ଘଟଣାକୁ ନେଇ କିଛି ଇ-ମେଲ୍‌ ଓ ଅନ୍ୟାନ୍ୟ ରେକର୍ଡକୁ ଆଧାର କରି ଏକ ଅଭିଯୋଗପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇଛି ବୋଲି ‘ବିଜ୍‌ନେସ୍‌ […]
Read More...

Advertisement