Elephants Die After Coming In Contact With Electric Wire
ଜିଲ୍ଲା 

ବିଦୁ୍ୟତ ତାର ଲାଗି ଦୁଇ ମାଈ ହାତୀଙ୍କ ମୃତ

ବିଦୁ୍ୟତ ତାର ଲାଗି ଦୁଇ ମାଈ ହାତୀଙ୍କ ମୃତ କେନ୍ଦୁଝର: ରାଜ୍ୟରେ ହାତୀ ମୃତୁ୍ୟ ମାମଲା ବୃଦ୍ଧି ପାଉଥିଲା ବେଳେ ଆଜି କେନ୍ଦୁଝର ଜିଲ୍ଳାରେ ଦୁଇ ମାଈ ହାତୀଙ୍କର ମୃତୁ୍ୟ ହୋଇଛି । ବିଦୁ୍ୟତ ତାର ଲାଗି ଦୁଇ ମାଈ ହାତୀଙ୍କ ପ୍ରାଣ ଯାଇଛି । ଘଟଣାଟି ଘଟିଛି, କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅଞ୍ଚଳଠାରେ ଘଟିଛି । କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ମାଈ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ୨ ହାତୀଙ୍କ ମୃତ୍ୟୁ […]
Read More...

Advertisement