electric substartin
ଜିଲ୍ଲା 

ବରଗଡ଼ ପୁରୁଣା ହସ୍ପିଟାଲର ୩୩/୦.୪ କେଭି ଗ୍ରୀଡ଼ ସବ୍‌ ଷ୍ଟେସନ କାର୍ଯ୍ୟକ୍ଷମ ଦାବି

ବରଗଡ଼ ପୁରୁଣା ହସ୍ପିଟାଲର ୩୩/୦.୪ କେଭି ଗ୍ରୀଡ଼ ସବ୍‌ ଷ୍ଟେସନ କାର୍ଯ୍ୟକ୍ଷମ ଦାବି ବରଗଡ଼: ଅକ୍‌ଟୋବର ୩୦ : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍‌ ଷ୍ଟେସନ ସ୍ଥାପନ କରିଥିଲେ । କି;ୁ ତାହା କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏସ୍‌ .ଇ ଇଲେକଫ୍ରିକାଲ ବରଗଡ଼ ସୁରେନ୍ଦ୍ର ହୋତାଙ୍କୁ ଆପ୍‌ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୦୧୩ ମସିହାରେ ଏହି ଗ୍ରୀଡ଼ କୁ ତତ୍କାଳୀନ ରାଜସ୍ୱ କମିଶନର […]
Read More...

Advertisement