election
ଜିଲ୍ଲା  ରାଜନୀତି  ଓଡ଼ିଶା 

୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର

୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର ଭୁବନେଶ୍ୱର:ଡିସେମ୍ବର ୧୩: ଏକ।ଥରେ ୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର। ଆସନ୍ତ। ୧୬ ତ।ରିଖରେ କଳିଙ୍ଗ ଷ୍ଟ।ଡିୟମ୍ରେ ହେବ।କୁ ଥିବ। ବିଶ।ଳ କ।ର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ।ମିଲ ହେ।ଇ ଯେ।ଗ୍ୟ ପ୍ର।ର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ପଞ୍ଚ।ୟତ ନିର୍ବ।ଚନ ପୂର୍ବରୁ ଏହି ନିଯୁକ୍ତିପତ୍ର ବଣ୍ଟନ କ।ର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚ।। ନିଯୁକ୍ତିପତ୍ର ପ।ଇବ।କୁ ଥିବ। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୂପ।ନ୍ତରିତ ହେ।ଇଥିବ। ୧୦୭୫ଟି ଉଚ୍ଚ ବିଦ୍ୟ।ଳୟରେ ନିଯୁକ୍ତି ଦିଆଯିବ। ଏଥିପ।ଇଁ ଯେଉଁ ବିଦ୍ୟ।ଳୟଗୁଡ଼ିକରେ ହିନ୍ଦୀ, […]
Read More...
Feature 

ମଇଁଷିରେ ଗଲେ ପ୍ରାର୍ଥୀ

ମଇଁଷିରେ ଗଲେ ପ୍ରାର୍ଥୀ ବିହାର: ସେପ୍‌ଟେମ୍ବର ୧୩: ପଞ୍ଚାୟତ ନିର୍ବାଚନ ପାଇଁ ବିହାରରେ ଜୋରଦାରରେ ପ୍ରଚାରପ୍ରସାର ଚାଲିଛି । ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଭୋଟରଙ୍କୁ ପ୍ରଲୋଭିତ କରିବାରେ ଲାଗିଛନ୍ତି । ଏପରିପ୍ରେକ୍ଷୀରେ ନିକଟରେ ଜଣେ ପ୍ରାର୍ଥୀଙ୍କ ଅଜବ ପ୍ରଚାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଟିହାର ଜିଲ୍ଲାରେ ଜଣେ ପ୍ରାର୍ଥୀ ସୁସଜ୍ଜିତ ମଇଁଷିରେ ବସି ନାମାଙ୍କନ କରିବାକୁ ପହଞ୍ଚିଥିଲେ, ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଛନ୍ତି । କଟିହାର ହସନଗଞ୍ଜର ହଥିୟା ଦିୟାରା ରାମପୁର ପଞ୍ଚାୟତର […]
Read More...

Advertisement