election in odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସନ୍ତା ୯ରୁ ପୌର ନିର୍ବାଚନ ପ୍ରକ୍ରିୟା
Published On
By Samaya Live
ଭୁବନେଶ୍ୱର ,ଅକ୍ଟୋବର ୨୫ : ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ନଭେମ୍ବର ୧୮ ତାରିଖ ମତାମତ ଦାଖଲର ଶେଷ ଦିନ ରହିଛି । ନଭେମ୍ବର ୨୯ ତାରିଖରେ ସୀମା ର୍ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ବୋଲି […]
ଆଜି ପିପିଲି ଉପନିର୍ବାଚନ ପ୍ରଚାରର ଶେଷ ଦିନ
Published On
By Samaya Live
ଭୁବନେଶ୍ୱର : ସେପ୍ଟେମ୍ବର ୨୭: ଆଜି ସନ୍ଧ୍ୟାରେ ପିପିଲି ଉପନିର୍ବାଚନର ପ୍ରଚାର ଶେଷ ହେଉଛି । ବର୍ଷା ଓ ପବନକୁ ଖାତିର ନକରି ତିନି ଦଳର ପାର୍ଥୀ ଓ ସମର୍ଥକମାନେ ଜୋର୍ଦାର ପ୍ରଚାରରେ ଲାଗି ପଡ଼ିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର୍ ପ୍ରଚାରକ ବିଭିନ୍ନ ପଞ୍ଚାୟତ ବୁଲି ବୁଲି ସଭା କରି ପ୍ରଚାର କରୁଥିବା ଦେଖାଯାଇଛି । ବିଜେଡି ପକ୍ଷରୁ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପକ୍ଷରୁ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ […]

