Election Commission of India
ରାଜନୀତି  ଦେଶ- ବିଦେଶ 

କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ପଞ୍ଜାବ: ଜାନୁଆରୀ ୧୨: ଭ।ରତର ନିର୍ବ।ଚନ ଆୟୋଗ ମତଦ।ନ ସୂଚୀ ଘୋଷଣ। ହେବ। ପରେ ଅରବିନ୍ଦ କେଜ୍ରିୱ।ଲ ପଞ୍ଜ।ବ ଗସ୍ତରେ ଆସିଛନ୍ତି। ଆସନ୍ତ। ସପ୍ତ।ହରେ ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପ।ଇଁ ଆମ୍ ଆଦମୀ ପ।ର୍ଟି ଏହ।ର ମୁଖ୍ୟମନ୍ତ୍ରୀ ମୁଖ ଘୋଷଣ। କରିବ ବୋଲି ଦଳର ଜ।ତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱ।ଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହ। ମଧ୍ୟ ଆଶ୍ୱ।ସନ। ଦେଇଛନ୍ତି ଯେ ପଞ୍ଜ।ବରେ ଆମ୍ ଆଦମୀ ପ।ର୍ଟି କ୍ଷମତ।କୁ ଆସିଲେ ର।ଜ୍ୟର ଆଇନ ଶୃଙ୍ଖଳ। ପରିସ୍ଥିତି ସୁଦୃଢ […]
Read More...
ମନୋରଞ୍ଜନ  ରାଜନୀତି  ଦେଶ- ବିଦେଶ 

ପଞ୍ଜ।ବ ଷ୍ଟେଟ ଆଇନକ ପଦରୁ ଇସ୍ତଫା ଦେଲେ ସୋନୁ ସୁଦ୍‌

ପଞ୍ଜ।ବ ଷ୍ଟେଟ ଆଇନକ ପଦରୁ ଇସ୍ତଫା ଦେଲେ ସୋନୁ ସୁଦ୍‌ ନୂଆଦିଲ୍ଳୀ :ଜାନୁଆରୀ ୦୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପୂର୍ବରୁ ଅଭିନେତ। ସୋନୁ ସୁଦଙ୍କ ବଡ ନିଷ୍ପତ୍ତି। ନିଜ ଆଡୁ ଇସ୍ତଫା ଦେଲେ ପଞ୍ଜ।ବ ଷ୍ଟେଟ ଆଇନକ ପଦରୁ। ଲୋକଙ୍କ ମତ।ଧିକ।ର ହ।ରକୁ ବୃଦ୍ଧି କରିବ। ପ।ଇଁ ସୋନୁଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା। ହେଲେ ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପୂର୍ବରୁ ହିଁ ସୋନୁ ଏହି ପଦରୁ ଓହରି ଯ।ଇଛନ୍ତି। ଏନେଇ ସୋନୁ ନିଜେ ଟ୍ୱିଟ୍‌ କରି କହିଛନ୍ତି, ଯେ -ସବୁ ଭଲ ଜିନିଷ ପରି ଏହି ଯ।ତ୍ର। […]
Read More...

Advertisement