Elbrus peak
ଦେଶ- ବିଦେଶ 

ୟୁରୋପର ଉଚ୍ଚତମ ଶିଖରରେ ଚଢ଼ି ଭାରତର ଗର୍ବ ବଢ଼ାଇଲେ କମାଣ୍ଡୋ ଆଶିଷ୍‌

ୟୁରୋପର ଉଚ୍ଚତମ ଶିଖରରେ ଚଢ଼ି ଭାରତର ଗର୍ବ ବଢ଼ାଇଲେ କମାଣ୍ଡୋ ଆଶିଷ୍‌ ଭୁବନେଶ୍ୱର, ଅଗଷ୍ଟ ୧୯: ଉତ୍ତରପ୍ରଦେଶ ପୋଲିସର (ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ)ର କମାଣ୍ଡୋ ଆଶିଷ୍‌ ଦୀକ୍ଷିତ ୟୁରୋପର ଉଚ୍ଚତମ ଶିଖର ‘ମାଉଣ୍ଟେନ ଏଲବ୍ରସ୍‌’ ଆରୋହଣ କରି ଭାରତର ଗର୍ବ ବଢ଼ାଇଛନ୍ତି । ମାଉଣ୍ଟେନର ୫ ହଜାର ୬୪୨ମିଟର ଶିଖରକୁ ଯାଇ କମାଣ୍ଡୋ ଭାରତର ଜାତୀୟ ପତାକା ଉଡାଇ ସେଠାରେ ସେ ୭୫ତମ ସ୍ୱତନ୍ତ୍ରତା ଦିବସ ପାଳିଛନ୍ତି । ଏଲବ୍ରସ୍‌ ଆରୋହଣ କରିବା ସମୟରେ ସେ ୬୦ କିଲୋମିଟରରୁ ଅଧିକ ଗତିରେ ପ୍ରବାହିତ ହେଇଥିବା ପବନ ଓ ୨୦ ଡିଗ୍ରୀ […]
Read More...

Advertisement