education deparment of odisha
ଓଡ଼ିଶା 

ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ: ପିଲାଙ୍କ ମନୋରଞ୍ଜନ ପାଇଁ ହେବ ବିଭିନ୍ନ କାର୍ଯ୍ୟକ୍ରମ

ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ: ପିଲାଙ୍କ ମନୋରଞ୍ଜନ ପାଇଁ ହେବ ବିଭିନ୍ନ କାର୍ଯ୍ୟକ୍ରମ ଭୁବନେଶ୍ୱର: ଫେବୃଆରୀ ୨୪: ଆସନ୍ତା ୨୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏହା ପୂର୍ବରୁ ୨୬ରେ ହେବ ପ୍ୟାରେଣ୍ଟସ ମିଟିଂ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯିବ ।ତେବେ ଚଳିତ ଥରର ପିଲାମାନଙ୍କ ମଧ୍ୟରୁ ଆଦୌ ଶିକ୍ଷାନୁଷ୍ଠାନ ଦେଖି ନଥିବା ଛାତ୍ରଛାତ୍ରୀ ସିଧାସଳଖ ଦ୍ୱିତୀୟ ଶ୍ରେଣୀକୁ ଯିବେ । ପ୍ରଥମ ସପ୍ତାହରେ ପିଲାଙ୍କର ପାଠ ପଢା ପରିବର୍ତ୍ତେ ସାମାଜିକ ଶିକ୍ଷା […]
Read More...

Advertisement