East Coast Railway
ଓଡ଼ିଶା 

ଡିସେମ୍ବର 2021 ରୁ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ବିଶେଷ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନରେ ପରିବର୍ତ୍ତନ

ଡିସେମ୍ବର 2021 ରୁ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ବିଶେଷ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନରେ ପରିବର୍ତ୍ତନ ଭୁବନେଶ୍ୱର: ଅଗଷ୍ଟ ୪: ହାଓଡ଼ା ଷ୍ଟେସନରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଦକ୍ଷିଣ ପୂର୍ବ ରେଳପଥ ଡିସେମ୍ବର 2021 ର ପ୍ରଥମ ସପ୍ତାହରୁ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। 08306 ସମ୍ବଲପୁର-ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନ ସମ୍ବଲପୁରରୁ 3 ଡିସେମ୍ବର, 2021 ଠାରୁ ହାଓଡ଼ା ଷ୍ଟେସନ ପରିବର୍ତ୍ତେ  ଶାଲିମାର ଷ୍ଟେସନ ଠାରେ ଗନ୍ତବ୍ୟ ସମାପନ କରିବ | ସେହିଭଳି, 08305 ହାଓଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ୍ 4 ଡିସେମ୍ବର, […]
Read More...
ଓଡ଼ିଶା 

ପୁରୀ କୁ ଯ।ଉଥିବ। ବ। ଆସୁଥିବ। Train ଭୁବନେଶ୍ବର ଯ।ଏ ଆସିବ ଏବଂ ଭୁବନେଶ୍ୱର ରୁ ବହାରିବ

ପୁରୀ କୁ  ଯ।ଉଥିବ। ବ। ଆସୁଥିବ। Train ଭୁବନେଶ୍ବର ଯ।ଏ ଆସିବ ଏବଂ ଭୁବନେଶ୍ୱର ରୁ ବହାରିବ ଭୁବନେଶ୍ବର : ମେ ୩୦: ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀ କୁ ଟ୍ରେନ ଚଳାଚଳ କରିବ ନାହିଁ ବୋଲି East Coast Railway ପକ୍ଷରୁ କୁହାଯାଇଛି l ଓଡିଶା ସରକାର ଙ୍କ ଆଦେଶ ଅନୁସାରେ, Railway ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି l ଜୁନ ୧ ତାରିଖରୁ ପୁରୁଷୋତ୍ତୋମ ଏକ୍ସପ୍ରେସ ପୁରୀ ପରିବର୍ତ୍ତେ ଭୁବନେଶ୍ୱର ରୁ ବହାରିବ ଏବଂ Sealdah Puri ଦୁରନ୍ତ ଏକ୍ସପ୍ରେସ ମଧ୍ୟ ଭୁବନେଶ୍ୱର ରୁ ବହାରିବ l ସୂଚନ। ଅନୁଯ।ୟୀ, ପୁରୀ […]
Read More...

Advertisement