E-Siksha by Vedanta
ଓଡ଼ିଶା 

ବେଦାନ୍ତର ନନ୍ଦ ଘର ପରିଯୋଜନା;ଗାଁର କୁନି କୁନି ଛୁଆଙ୍କ ପାଇଁ ଇ-ଶିକ୍ଷା ବ୍ୟବସ୍ଥା

ବେଦାନ୍ତର ନନ୍ଦ ଘର ପରିଯୋଜନା;ଗାଁର କୁନି କୁନି ଛୁଆଙ୍କ ପାଇଁ ଇ-ଶିକ୍ଷା ବ୍ୟବସ୍ଥା ଭୁବନେଶ୍ୱର : ଜୁନ ୨୫:ବେଦାନ୍ତର ନନ୍ଦ ଘର ପରିଯୋଜନାରେ ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଗାଁର କୁନି କୁନି ଛୁଆଙ୍କ ପାଇଁ ଇ-ଶିକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ଇ-ଶିକ୍ଷା ପ୍ରଣାଳୀ ମାଧ୍ୟମରେ ୬ବର୍ଷରୁ କମ ବୟସର ଛୁଆଙ୍କ ପାଇଁ କ୍ଷୁଦ୍ର କବିତା, ଘରୋଇ ଳେ-କୁଦ ସହିତ ନୈତିକବୋଧ ଶିକ୍ଷା ପ୍ରଭୃତି ବ୍ୟବସ୍ଥା ରହିଛି । କଳାହାଣ୍ଡି ଜିଲ୍ଲାରେ ୨୫ଟି ନନ୍ଦ ଘରରେ ଅଧ୍ୟୟନରତ ଛୁଆଙ୍କ ପିତାମାତାଙ୍କୁ ନେଇ ଏକ ହ୍ୱାଟ୍ସଆପ୍‌ ଗୃପ […]
Read More...

Advertisement