E-Scooter
ବାଣିଜ୍ୟ 

ସବୁଠୁ ଶସ୍ତା ଇ-ସ୍କୁଟର

ସବୁଠୁ ଶସ୍ତା ଇ-ସ୍କୁଟର ପେଟ୍ରୋଲ ଦାମ କ୍ରମାଗତ ବଢ଼ିବା ଭିତରେ ଦିଲ୍ଲୀର ଷ୍ଟାର୍ଟଅପ୍‌ କମ୍ପାନୀ ଡିଟେଲ୍‌ ଇଣ୍ଡିଆ ଭାରତୀୟ ବଜାରରେ ଏପରି ଏକ ଇଲେକ୍‌ଟ୍ରିକ୍‌ ଟୁ-ହ୍ୱିଲର ଲଞ୍ଚ କରିଛି ଯାହା ପୃଥିବୀର ସବୁଠୁ ଏ ଧରଣର ଶସ୍ତା ଯାନ । ଏଥିରେ ମାତ୍ର ୨୦ ପଇସା ଖର୍ଚ୍ଚକରି ୧ କିଲୋମିଟର ଯାତ୍ରା କରିହେବ । ଏହାର ମୂଲ୍ୟ ମାତ୍ର ୧୯୯୯୯ ଟଙ୍କା । ଏହି ଯାନ ପାଇଁ ରେଜିଷ୍ଟ୍ରେସନ ବା ଡ୍ରାଇଭିଂ ଲାଇସେନ୍ସ ଦରକାର ନାହିଁ । ବ୍ୟାଟେରି ଉପରେ ୩ […]
Read More...

Advertisement