E-Cycle Rickshaw
ଜିଲ୍ଲା 

ଛାତ୍ରଛାତ୍ରୀ, ତିଆରି କଲେ ଇ-ବାଇକ୍‌ ଓ ରିକ୍ସା

ଛାତ୍ରଛାତ୍ରୀ, ତିଆରି କଲେ ଇ-ବାଇକ୍‌ ଓ ରିକ୍ସା ରାୟଗଡ଼ା,ସେପ୍‌ଟେମ୍ବର ୨୪ : ଚାର୍ଜ କଲେ ଚାଲିବ ବାଇକ୍‌ ଓ ରିକ୍ସା । ତାହା ପୁଣି ବିଦ୍ୟୁତ ଓ ସୋଲାର ଚାର୍ଜ ହୋଇପାରିବ । ଏଥିପାଇଁ ବାୟୁମଣ୍ଡଳ ଦୂଷିତ ହେବାର ନାହିଁ । ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏପରି ଇ-ବାଇକ୍‌ ଓ ଅଟୋ ରିକ୍ସା ତିଆରି କରିଛନ୍ତି । ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନୂତନ ଭାବେ ତିଆରି କରିଛନ୍ତି ବିଦ୍ୟୁତ ଚାଲିତ ବାଇକ ଓ ରିକ୍ସା […]
Read More...

Advertisement