duttee chnd
ଖେଳ  ଓଡ଼ିଶା 

କାଲି ଖେଳିବେ ଦୂତି

କାଲି ଖେଳିବେ ଦୂତି ଭୁବନେଶ୍ୱର: ଜୁଲାଇ ୨୯: ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ କାଲି ଟୋକିଓ ଅଲମ୍ପିକ୍ସ ଖେଳିବେ । ସେ ଏକମାତ୍ର ଭାରତୀୟ ଆଥ୍‌ଲେଟିକ୍‌, ଯିଏ କି ଦୁଇଟି ଇଭେଣ୍ଟ ଯଥା-୧୦୦ ମିଟର ଦୌଡ଼ ଓ ୨୦୦ ମିଟର ଦୌଡ଼ରେ ଭାଗ ନେଉଛନ୍ତି । କାଲି ୧୦୦ ମିଟର ଦୌଡ଼ ହେବ । ଭାରତୀୟ ସମୟ ଅନୁଯାୟୀ ସକାଳ ୮ରୁ ୯ଟା ଭିତରେ ରହିଥିବା ୭ଟି ହିଟ୍ସ ମଧ୍ୟରୁ ଗୋଟିଏରେ ସେ ଦୌଡ଼ିବେ । ୧୦୦ ମିଟର ଦୌଡ଼ ପାଇଁ […]
Read More...

Advertisement