Dual Space Lite
ବିଶ୍ବ 

ପୁଣି ୫୪ଟି ଚାଇନିଜ ଆପକୁ ବ୍ୟାନ୍‌ କଲା ଭାରତ

ପୁଣି ୫୪ଟି ଚାଇନିଜ ଆପକୁ ବ୍ୟାନ୍‌ କଲା ଭାରତ ନୂଆଦିଲ୍ଲୀ: ଫେବୃଆରୀ ୧୪: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନ। ପ୍ରଯୁକ୍ତିବିଦ୍ୟ। ମନ୍ତ୍ରଣ।ଳୟ ଆଜି କହିଛି ଯେ ଚ।ଇନ।ର ୫୪ ଟି ଆପ ଦେଶର ସୁରକ୍ଷ। ପ୍ରତି ବିପଦ ସୃଷ୍ଟି କରୁଛି। ମନ୍ତ୍ରଣ।ଳୟ ଏକ ବିବୃତ୍ତିରେ କହିଛି, ‘ଏହି ୫୪ ଟି ଆପ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନୁମତି ହ।ସଲ କରିଥ।ଏ ଏବଂ ସମ୍ବେଦନଶୀଳ ଉପଭୋକ୍ତ। ତଥ୍ୟ ସଂଗ୍ରହ କରିଥ।ଏ। ଏହା ସଂଗୃହିତ ରିଅଲ୍ ଟ।ଇମ୍ ତଥ୍ୟର ଅପବ୍ୟବହ।ର ଏବଂ ଶତ୍ରୁ ଦେଶରେ ଅବସ୍ଥିତ ସର୍ଭରକୁ ପଠ।ଯ।ଉଛି। ‘ନିଷିଦ୍ଧ ଆପ୍ସର ତ।ଲିକ।ରେ […]
Read More...

Advertisement