droupadi murmu go for delhi
ରାଜନୀତି  ଦେଶ- ବିଦେଶ 

ଭାଗ୍ୟ ପରଖିବାକୁ ଦିଲ୍ଲୀ ଅଭିମୂଖେ ଦ୍ରୌପଦୀ

ଭାଗ୍ୟ ପରଖିବାକୁ ଦିଲ୍ଲୀ ଅଭିମୂଖେ ଦ୍ରୌପଦୀ ନୂଆଦିଲ୍ଲୀ: ଜୁନ ୨୩: ଦିଲ୍ଲୀ ଯାଉଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କ ସହଯୋଗ କାମନା କରି କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ତାଙ୍କ ର ଶୁଭେଚ୍ଛା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ବହୁତ ଭିଡ଼ ଦେଖାଯାଇଛି । ପାରମ୍ପରିକ ନାଚଗୀତରେ ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦୌପଦୀଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । […]
Read More...

Advertisement