Driving Licence in Odisha
ଓଡ଼ିଶା 

ବାତିଲ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ

ବାତିଲ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ଭୁବନେଶ୍ୱର : ଜୁନ ୧୧: ପୁନର୍ବାର ଆରମ୍ଭ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଲଟ ବାତିଲ ହୋଇଛି । ଗହଳି ପାଇଁ ଡିଏଲ ଓ ଏଲଏଲ ସ୍ଲଟ ବାତିଲ କରିଛନ୍ତି ସରକାର । ଏନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି । ପୁନର୍ବାର ଟେଷ୍ଟ ପାଇଁ ସ୍ଲଟ୍‌ ଆରମ୍ଭ ହେବ ବୋଲି ଗତକାଲି ପ୍ରକାଶ ପାଇବା ପରେ ଆଜି ଆରଟିଓ ଅଫିସରେ ପ୍ରବଳ ଗହଳି ହୋଇଥିଲା । ଗହଳି ଯୋଗୁଁ ସାମାଜିକ ଦୂରତାକୁ ନେଇ […]
Read More...

Advertisement