DOUTH STAR YASH
ମନୋରଞ୍ଜନ 

ଧମାଲ କରୁଛି କେଜିଏଫ୍‌ ଚାପଟର୍‌ ୨

ଧମାଲ କରୁଛି କେଜିଏଫ୍‌ ଚାପଟର୍‌ ୨ ମୁମ୍ବାଇ: ଅପ୍ରେଲ ୧୮: ନିକଟରେ ରିଲିଜ ହେଇଥିବା ଫିଲ୍ମ କେଜିଏଫ୍‌ ଚାପଟର ଟୁ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଏହା ସହିତ ରିଲିଜ ହେଇଥିବା ଫିଲ୍ମ ସହ ନିକଟ ଅତୀତରେ ବକ୍ସ ଅଫିସରେ ସବୁଠୁ ଭଲ କରିଥିବା ଫିଲ୍ମକୁ ମଧ୍ୟ ପଛରେ ପକାଇଛି ଏହି ଫିଲ୍ମ । ସୁପରଷ୍ଟାର ୟଶ ଙ୍କ ଦ୍ୱାରା ଅଭିନୀତ କେଜିଏଫ୍‌ ଚାପଟର ୨ ବକ୍ସ ଅଫିସରେ ଧମାଲ ମଚାଇଛି। ରେକର୍ଡ ପରେ ରେକର୍ଡ କରି ଚାଲିଛି ଏହି ଫିଲ୍ମ। ରେକର୍ଡିଂ […]
Read More...

Advertisement