dog travel into flight
Feature 

କୁକୁରର ବିମାନ ଯାତ୍ରା

କୁକୁରର ବିମାନ ଯାତ୍ରା ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯେଉଁଥିରେ ଲୋକମାନେ ନିଜ ପୋଷା ଜୀବଙ୍କ ପାଇଁ ଅନେକ କିଛି କରୁଥିବାର ଦେଖାଯାଇଥାଏ । ସେହିଭଳି ଏକ ଘଟଣା ଘଟିଛି ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ବିମାନରେ । ଏଥିରେ ଏକ କୁକୁର ପାଇଁ ବିମାନର ପୁରା ବିଜ୍‌ନେସ୍‌ କ୍ଲାସ୍‌କୁ ବୁକ୍‌ କରାଯାଇଥିଲା । କୁକୁର ପାଇଁ ଏଭଳି ବ୍ୟବସ୍ଥା କରିଥିଲେ ତାର ମାଲିକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଏଭଳି ବୁକିଂ ହୋଇଥିଲା […]
Read More...

Advertisement