dog's killer
ଦେଶ- ବିଦେଶ 

ବିଷ ଦେଇ ମାରୁଛନ୍ତି କୁକୁରଙ୍କୁ

ବିଷ ଦେଇ ମାରୁଛନ୍ତି କୁକୁରଙ୍କୁ ସଙ୍ଗାରେଡ୍ଡୀ: ମାର୍ଚ୍ଚ ୩୦: ତେଲେଙ୍ଗାନାର ସିଦ୍ଦୀପେଟ୍ ଜିଲ୍ଲାରେ ୧୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିବା କଥା ଜଣେ ପ୍ରାଣୀ ଅଧିକାରକର୍ମୀ କହିଛନ୍ତି।ସିଦ୍ଦୀପେଟ୍ ଜିଲ୍ଲାର ଜଗଦେବପୁର ମଣ୍ଡଳ ଅନ୍ତର୍ଗତ ତିଗୁଲ୍ ଗାଁଦର ସରପଞ୍ଚ ଓ ସଚିବ ପେଷାଦାର କୁକୁର ଧରାଳିମାନଙ୍କୁ ଅଣାଇ ବୁଲା କୁକୁରମାନଙ୍କୁ ଧରିଥିଲେ। ତାପରେ ଉକ୍ତ କୁକୁରମାନଙ୍କୁ ମାରାତ୍ମକ ଇଞ୍ଜେକସେନ୍ ଦେଇ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।ଘଟଣାଟି ମାର୍ଚ ୨୭ରେ ଘଟିଥିବା କଥା ହାଇଦ୍ରାବାଦରେ ଥିବା ଗୋଟାଏ ଏନଜିଓକୁ […]
Read More...

Advertisement