dog rocky
ଦେଶ- ବିଦେଶ 

ସନ୍ଧାନୀ କୁକୁର ରକିର ମୃତ୍ୟୁ

ସନ୍ଧାନୀ କୁକୁର ରକିର ମୃତ୍ୟୁ ଅଗଷ୍ଟ ୧୮: ୩୬୫ ପୋଲିସ କେସ୍‌ର ସମାଧାନ କରିଥିବା ମହାରାଷ୍ଟ୍ର ପୋଲିସର ପ୍ରସିଦ୍ଧ ସନ୍ଧାନୀ କୁକୁର ରକି ମରିଯାଇଛି । ପୋଲିସ ପକ୍ଷରୁ ତା ଶବାଧାରରେ ଫୁଲମାଳ ଚଢ଼ାଇବା ସହ ଅନ୍ତିମ ବିଦାୟ ଦିଆଯାଇଛି । ରକି ସମସ୍ତ ପୋଲିସ କର୍ମଚାରୀଙ୍କର ଅତିପ୍ରିୟ ଥିଲା । ବିଡ୍‌ ଜିଲ୍ଲା ପୋଲିସ ଟ୍ୱିଟ୍‌ କରି ରକିର ମୃତ୍ୟୁ ଖବର ଦେଇଛି । ରକି ଦୀର୍ଘଦିନ ହେବ ରୋଗରେ ପୀଡ଼ିତ ଥିଲା । ଟ୍ୱିଟ୍‌ ସହ ରକିର ଏକ ଫଟୋ […]
Read More...

Advertisement