divorce story
Feature 

ଝଗଡ଼ା ନକରିବାରୁ ବିବାହ ବିଚ୍ଛେଦ କଲେ ମହିଳା

ଝଗଡ଼ା ନକରିବାରୁ ବିବାହ ବିଚ୍ଛେଦ କଲେ ମହିଳା ଉତ୍ତରପ୍ରଦେଶ: ସ୍ୱାମୀ ସ୍ତ୍ରୀର ସମ୍ପର୍କ ଭାଙ୍ଗିବା ପଛରେ ସର୍ବଦା କିଛି ବଡ କାରଣ ରହିଥାଏ । ହେଲେ ଦୁନିଆରେ ଏଭଳି କିଛି ବିବାହ ବିଚ୍ଛେଦ ରହିଛି, ଯାହା ବେଶ୍‌ ଛୋଟଛୋଟ କାରଣ ପାଇଁ ଘଟିଛି । ତେବେ ଏହି କାରଣଗୁଡିକ ଯେ, କେବଳ ଛୋଟ ତାହା ନୁହେଁ ଅଜବ ମଧ୍ୟ । କେହି ବି ଏହି କାରଣକୁ ବିବାହ ବିଚ୍ଛେଦର କାରଣ ବୋଲି ବିଶ୍ୱାସ ମଧ୍ୟ କରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି […]
Read More...

Advertisement