ବିରୂପା ନଦୀରୁ ମୁର୍ମୁଷୁ ଅବସ୍ଥାରେ ମହିଳା ଉଦ୍ଧାର

ସମୟ ଲାଇଭ,୨୬/୧୦: କଟକ ବିରୂପା ନଦୀରୁ ଆଜି ଜଣେ ମହିଳାଙ୍କୁ ମୁର୍ମୁଷୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରିଛନ୍ତି। ଉଦ୍ଧାର କରିବା ପରେ ମହିଳାଙ୍କୁ ନିକଟସ୍ତ ମାହାଙ୍ଗା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳାଙ୍କର ପରିଚୟ ମିଳିଥିବାବେଳେ ସେଳକଟକ ଜିଲ୍ଲା ମାହାଙ୍ଗା ଥାନା କୁଣ୍ଡି ଜଗନ୍ନାଥପୁର ଗ୍ରାମର ଟୁଟୁ ଜେନାଙ୍କ ସ୍ତ୍ରୀ ଝିଲ୍ଲୀ ଜେନା। ତେବେ ପାରିବାରିକ କଳହକୁ ନେଇ ଝିଲ୍ଲୀ ଗତ ଶନିବାର ଠାରୁ କେଉଁଆଡେ ଚାଲି ଯାଇଥିଲେ। ସେ ଆତ୍ମ ହତ୍ୟା ପାଇଁ ଚେଷ୍ଟା […]

Samaya Live Picture
Published On
ସମୟ ଲାଇଭ,୨୬/୧୦: କଟକ ବିରୂପା ନଦୀରୁ ଆଜି ଜଣେ ମହିଳାଙ୍କୁ ମୁର୍ମୁଷୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରିଛନ୍ତି। ଉଦ୍ଧାର କରିବା ପରେ ମହିଳାଙ୍କୁ ନିକଟସ୍ତ ମାହାଙ୍ଗା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳାଙ୍କର ପରିଚୟ ମିଳିଥିବାବେଳେ ସେଳକଟକ ଜିଲ୍ଲା ମାହାଙ୍ଗା ଥାନା କୁଣ୍ଡି ଜଗନ୍ନାଥପୁର ଗ୍ରାମର ଟୁଟୁ ଜେନାଙ୍କ ସ୍ତ୍ରୀ ଝିଲ୍ଲୀ ଜେନା। ତେବେ ପାରିବାରିକ କଳହକୁ ନେଇ ଝିଲ୍ଲୀ ଗତ ଶନିବାର ଠାରୁ କେଉଁଆଡେ ଚାଲି ଯାଇଥିଲେ। ସେ ଆତ୍ମ ହତ୍ୟା ପାଇଁ ଚେଷ୍ଟା କରିଛନ୍ତି ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ଝିଲ୍ଲୀଙ୍କ ସ୍ୱାମୀ ଟୁଟୁ ଜେନା ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ହେଉଛି।

Tags: