ଗାଁରେ ଘର କରିଲେ ନେବାକୁ ପଡିବ ସରକାରଙ୍କ ଅନୁମତି

ସମୟ ଲାଇଭ,୧୨/୧୧:ରାଜ୍ୟ ନଗର ଉନ୍ନୟନ ବିଭାଗର ନୂଆ ନିଷ୍ପତି ଏଣିକି ଆଉ ଗାଁରେ ଆଉ ମନଇଛା କରିପାରିବେନଦି ଘର। ଗାଁରେ ଘର କରିଲେ ନେବାକୂ ପଡିବ ସରକାରଙ୍କ ଅନୁମତି। ନିଜ ନାଁରେ ଥିôବା ଜାଗାରେ ମନଇଛା ଆଉ ସୁଉଚ୍ଚ ଘର କରିପାରେିବେନି। ସହର ଭଳି ଗାଁରେ ବି ଉଚ୍ଚା ଘର କଲେ ନେବାକୁ ପଡିବ ଅନୁମତି । ସରକାରଙ୍କ ନିୟମ ଅନୁସାରେ କରିବାକୁ ହେବ ଘର । ସରକାରଙ୍କ ନିୟମକୁ ବେଖାତିର କଲେ ହେବ ବଡ କାର୍ୟ୍ୟାନୁଷ୍ଠାନ […]

Samaya Live Picture
Published On

ସମୟ ଲାଇଭ,୧୨/୧୧:ରାଜ୍ୟ ନଗର ଉନ୍ନୟନ ବିଭାଗର ନୂଆ ନିଷ୍ପତି ଏଣିକି ଆଉ ଗାଁରେ ଆଉ ମନଇଛା କରିପାରିବେନଦି ଘର। ଗାଁରେ ଘର କରିଲେ ନେବାକୂ ପଡିବ ସରକାରଙ୍କ ଅନୁମତି। ନିଜ ନାଁରେ ଥିôବା ଜାଗାରେ ମନଇଛା ଆଉ ସୁଉଚ୍ଚ ଘର କରିପାରେିବେନି। ସହର ଭଳି ଗାଁରେ ବି ଉଚ୍ଚା ଘର କଲେ ନେବାକୁ ପଡିବ ଅନୁମତି । ସରକାରଙ୍କ ନିୟମ ଅନୁସାରେ କରିବାକୁ ହେବ ଘର । ସରକାରଙ୍କ ନିୟମକୁ ବେଖାତିର କଲେ ହେବ ବଡ କାର୍ୟ୍ୟାନୁଷ୍ଠାନ । ଏଣିକି ଗାଁରେ ରେ ୨ ମହଲା ଘର କଲେ ବି ଅନୁମତି ନେବାକୁ ପଡିବ । ଯଦି ସରକାରଙ୍କ ବିନା ଅନୁମତି କିମ୍ବା ସଠିକ ପ୍ଲାନିଂରେ ଘର ନକରାଯାଏ ତେବେ କଡା କାର୍ୟାନୁଷ୍ଠାନ ହେବ ବୋଲି ଗ୍ରାମ୍ୟ ଓ ନଗର ବିଭାଗ ତରଫରୁ ବିଜ୍ଞପ୍ତି ଜାରି ହୋଇଛି।

Tags: