ମଝିରୁ ଦୁଇଭାଗ ହୋଇଗଲା ବିଶାଖା ଏକ୍ସପ୍ରେସ

ସମୟ ଲାଇଭ,୧/୧୧:  ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୁବନେଶ୍ୱରରୁ ସିକନ୍ଦରାବାଦବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ଥୀ ଯାଇଛି। ଟ୍ରେନ୍ଟି ୨ ଥର ଅଲଗା ହୋଇଯାଇଥିବା ବେଳେ ଯାତ୍ରୀମାନେ ଆହତ ହୋଇ ନ ଥିବା ସୂଚନା ମିଳିଛି । ମରାମତି ପରେ ଟ୍ରେନ୍ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ବିଶାଖା ଏକ୍ସପ୍ରେସ୍ରେ ଦେଖାଦେଇଥିବା ଏପରି ସମସ୍ୟାକୁ ପୂର୍ବତଟ ରେଲୱେ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ […]

Samaya Live Picture
Published On

ସମୟ ଲାଇଭ,୧/୧୧:  ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୁବନେଶ୍ୱରରୁ ସିକନ୍ଦରାବାଦବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ଥୀ ଯାଇଛି। ଟ୍ରେନ୍ଟି ୨ ଥର ଅଲଗା ହୋଇଯାଇଥିବା ବେଳେ ଯାତ୍ରୀମାନେ ଆହତ ହୋଇ ନ ଥିବା ସୂଚନା ମିଳିଛି । ମରାମତି ପରେ ଟ୍ରେନ୍ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ବିଶାଖା ଏକ୍ସପ୍ରେସ୍ରେ ଦେଖାଦେଇଥିବା ଏପରି ସମସ୍ୟାକୁ ପୂର୍ବତଟ ରେଲୱେ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଟ୍ରେନ୍ଟି ଅଲଗା ହୋଇଯାଇଥିବା କୁହାଯାଇଛି। ତେବେ ଯାତ୍ରୀ ସୁରକ୍ଷିତ ଥିବା, କାହାରି କିଛି ହୋଇନଥିବା ରେଲ୍ୱେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Tags: