ବଲାଙ୍ଗିର ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
ସମୟ ଲାଇଭ,୧୫/୧୧:ଆସନ୍ତା ଡିସେମ୍ବର ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ବଲାଙ୍ଗିରର ରାଜେନ୍ଦ୍ର କଲେଜର ପ୍ଳାଟିନମ ଜୁବ୍ଲି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିବେ ଉପରାଷ୍ଟ୍ରପତି। ଏହାସହ ବରକାନି ଠାରେ ଏଲପିଜି ବଟଲିଂ ପ୍ଲାଣ୍ଟ ବି ଉଦଘାଟନ କରିବେ ଉପରାଷ୍ଟ୍ରପତି। ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ।

Tags: