ପୁଣି ଶ୍ରୀମନ୍ଦିରରେ ବୁଲିଲା ମୋବାଇଲ

ସମୟ ଲାଇଭ,୨୮/୧୦ : ଏଥର କେବଳ ମୋବାଇଲ ବୁଲିନାହିଁ ଟିକଟିକ ବି ହୋଇଛି। ପୁଣିଥରେ ଶ୍ରମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ। ଆଜି ଶ୍ରୀମନ୍ଦିର ଭିତରକୁ ଜଣେ ଜୈନିକା ଯୁବତୀ ମୋବାଇଲ ନେବା ଓ ଭିଡ଼ିଓ ସୁଟ୍‍ କରିବା ସହିତ ଟିକଟିକ କରିବାକୁ ନେଇ ଉଠିଛି ବିବାଦ। ଶ୍ରୀମନ୍ଦିର ଭିତରେ ଥିବା ଭୋଗମଣ୍ଡପ ଏବଂ ସେବାୟତ ବୋହିକି ନେଉଥିବା ଅବଡ଼ା ହାଣ୍ଡିର ଦୃଶ୍ୟ ହୋଇଛି ଭାଇରଲେ। ମୋବାଇଲରୁ ମୋବାଇଲକୁ ଘୂରୀ ବୁଲୁଛି ଏହି ଭାଇରାଲ ଭିଡ଼ିଓ। […]

Samaya Live Picture
Published On

ସମୟ ଲାଇଭ,୨୮/୧୦ : ଏଥର କେବଳ ମୋବାଇଲ ବୁଲିନାହିଁ ଟିକଟିକ ବି ହୋଇଛି। ପୁଣିଥରେ ଶ୍ରମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ। ଆଜି ଶ୍ରୀମନ୍ଦିର ଭିତରକୁ ଜଣେ ଜୈନିକା ଯୁବତୀ ମୋବାଇଲ ନେବା ଓ ଭିଡ଼ିଓ ସୁଟ୍‍ କରିବା ସହିତ ଟିକଟିକ କରିବାକୁ ନେଇ ଉଠିଛି ବିବାଦ। ଶ୍ରୀମନ୍ଦିର ଭିତରେ ଥିବା ଭୋଗମଣ୍ଡପ ଏବଂ ସେବାୟତ ବୋହିକି ନେଉଥିବା ଅବଡ଼ା ହାଣ୍ଡିର ଦୃଶ୍ୟ ହୋଇଛି ଭାଇରଲେ। ମୋବାଇଲରୁ ମୋବାଇଲକୁ ଘୂରୀ ବୁଲୁଛି ଏହି ଭାଇରାଲ ଭିଡ଼ିଓ। ତେବେ କେଉଁ ପରିସ୍ତିତିରେ ମନ୍ଦିର ଭିତରକୁ ମୋବଇଲ ଗଲା ତାହା ସବୁଠାରୁ ଏବେ ବଡ଼ ପ୍ରଶ୍ନ। କଡ଼ା ସୁରକ୍ଷା ବଳୟ ମଧ୍ୟ ଦେଇ ଯୁବତୀ ଜଣକ କେମିତି ମୋବାଇଲ ନେଇ ଭିତରକୁ ଗଲେ ତାହା ଏବେ ତଦନ୍ତ ସାପେକ୍ଷ।

Tags: